ETV Bharat / sitara

କୁକୁର ସହ ମଲାଇକାଙ୍କ ମସ୍ତି, ଭାଇରାଲ ଭିଡିଓ

author img

By

Published : Feb 24, 2021, 9:51 AM IST

ମଙ୍ଗଳବାର ନିଜର ଏକ ଭିଡିଓ ସେୟାର କରିଥିଲେ ମଲାଇକା । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । କୁକୁର ସହ ଆସିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲାଇକା ଅରୋରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମଲାଇକା ଅରୋରା

ମୁମ୍ବାଇ: ମଲାଇକା ଅରୋରା ସବୁବେଳେ ନିଜ ସେକ୍ସି ଅନ୍ଦାଜ ପାଇଁ ଫ୍ୟାନ୍ସଙ୍କ ମନ କିଣନ୍ତି । ସୋସିଆଲ ମିଡିଆରେ ତାଙ୍କର ଫଟୋ, ଭିଡିଓ ଖୁବ୍ ଭାଇରାଲ ହୁଏ । ଫିଲ୍ମଠୁ ଅଧିକ ନିଜ ଲଭ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ । ଦୀର୍ଘ ସମୟରୁ ସେ ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁରଙ୍କୁ ଡେଟ କରିଆସୁଛନ୍ତି । ହେଲେ ଇତିମଧ୍ୟରେ ତାଙ୍କର କ୍ୟୁଟ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହା ଦେଖି ଫ୍ୟାନ୍ସ ମଧ୍ୟ ଖୁସି ଅଛନ୍ତି ।

କଥାଟି ହେଲା ଯେ ମଙ୍ଗଳବାର ସେ ଇନଷ୍ଟାଗ୍ରାମରେ ଏକ ମସ୍ତିଭରା ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ନିଜ ପୋଷା କୁକୁର କୋକୋ ସହ ଦୌଡା ଦୌଡି ଖେଳୁଥିବାର ନଜର ଆସୁଛନ୍ତି। ଆଉ କୁକୁର ପାଇଁ ଲେଖିଛନ୍ତି ସ୍ପେଶାଲ କଥା । ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ନିକଟରେ ସେ ଅର୍ଜୁନଙ୍କ ସହ ନିଜ ଫ୍ୟାମିଲି ଡିନର ପାର୍ଟିରେ ଯୋଗ ଦେଇଥିଲେ । ଯେଉଁଥିରେ ତାଙ୍କ ଭଉଣୀ ତଥା ଅଭିନେତ୍ରୀ ଅମୃତା ଅରୋରା ମଧ୍ୟ ସ୍ବାମୀ ଏବଂ ପିଲାଙ୍କ ସହ ଏହି ଫ୍ୟାମିଲି ଗ୍ୟାଦରିଂରେ ସାମିଲ ହୋଇଥିଲେ । ଡିନର ପାର୍ଟିରୁ ବାହାରିବା ସମୟରେ ଅର୍ଜୁନ ଓ ମଲାଇକାଙ୍କ ରୋମାଣ୍ଟିକ ପୋଜ ମିଡିଆ କ୍ୟାମେରାରେ କଏଦ ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.