ETV Bharat / sitara

ଲୌହମାନବଙ୍କ ଜୟନ୍ତୀରେ ଜାତିର ପିତାଙ୍କୁ ସମାଲୋଚନା କଲେ କୁଇନ - ଦେଶର ପିତା ମହାତ୍ମ ଗାନ୍ଧୀଙ୍କ ଉପରେ କହି କଙ୍ଗନା

ଆଜି ସର୍ଦ୍ଦାର ବଲ୍ଲଭ ପଟେଲଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଙ୍ଗନା ରଣାୱତ । ଏହାସହ ଗାନ୍ଧୀ ଓ ନେହେରୁଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ଯୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ଯୁରୋ
author img

By

Published : Oct 31, 2020, 12:29 PM IST

ମୁମ୍ବାଇ: ଯେଉଁଠାରେ ବିବାଦ ସେହିଠାରେ ସବୁବେଳେ ରୁହନ୍ତି ବି-ଟାଉନର କୁଇନ କଙ୍ଗନା ରଣାୱତ । କିଛି ମାସରୁ ତାଙ୍କ ସମସ୍ୟା କମିବାର ନାଁ ନେଉନାହିଁ । ତଥାପି ସେ କେଉଁ ଚୁପ ବସିବା ଝିଅ । କିଛି ନା କିଛି କହି ସେ ବିବାଦରେ ରହୁଛନ୍ତି । ଏବେ ପୁଣି ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ । ସେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ସୋସିଆଲ ମିଡିଆରେ ସେ ଦେଶର ପିତା ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହରୁଙ୍କ ସମାଲୋଚନା ମଧ୍ୟ କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପ୍ରଥମ ଟ୍ବିଟରେ ସେ କହିଛନ୍ତି, ‘ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ପଟେଲଙ୍କ ଜୟନ୍ତୀଙ୍କୁ ମନେ ପକାଉଛି । ଆପଣ ଜଣେ ଏମିତି ବ୍ୟକ୍ତି ଥିଲେ, ଯିଏ ଆମକୁ ଆଜିର ଭାରତ ଦେଇଥିଲେ । ହେଲେ ଆପଣ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରି ମହାନ ନେତୃତ୍ବ ଓ ଦୂରଦର୍ଶିତାକୁ ଆମଠୁ ଦୂର ଦେଇଥିଲେ। ଆପଣଙ୍କ ଏହି ନିଷ୍ପତ୍ତି ଉପରେ ଆମେ ଦୁଃଖି ।’

  • Wishing India’s Iron man #SardarVallabhbhaiPatel a happy anniversary, you are the man who gave us today’s akhand Bharat but you took your great leadership and vision away from us by sacrificing your position as a Prime Minister. We deeply regret your decision 🙏

    — Kangana Ranaut (@KanganaTeam) October 31, 2020 " class="align-text-top noRightClick twitterSection" data=" ">

ସେହିପରି ସେ ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, ‘ଗାନ୍ଧୀଙ୍କୁ ଖୁସି କରିବା ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ନିଜର ସବୁଠାରୁ ବଡ ଯୋଗଦାନ ଓ ନିର୍ବାଚିତ ପଦକୁ ବଳିଦାନ ଦେଇଥିଲେ । କାରଣ ଗାନ୍ଧୀଙ୍କୁ ଲାଗୁଥିଲା ନେହରୁ ଭଲ ଇଂରାଜୀ କହୁଛନ୍ତି । ଯାହାଦ୍ବାରା କେବଳ ସର୍ଦ୍ଦାର ପଟେଲଙ୍କୁ ନୁହେଁ ବରଂ ଦେଶକୁ ଅନେକ ବର୍ଷ ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡିଥିଲା । ଆମେ ଲଜ୍ୟାହୀନ ହୋଇ ସେହି ଜିନିଷକୁ ଛଡାଇ ନେବା ଦରକାର ଯାହା ଉପରେ ଆମର ଅଧିକାର ଅଛି । ସେ ହେଉଛନ୍ତି ଭାରତର ପ୍ରକୃତ ଲୌହ ମଣିଷ। ମୁଁ ବିଶ୍ବାସ କରେ ଯେ ନେହେରୁଙ୍କ ପରି ଗାନ୍ଧୀ ଏକ ଦୁର୍ବଳ ମନା ଲୋକ ଚାହୁଁଥିଲେ । ଯାହା ଦ୍ବାରା ସେ ସେମାନଙ୍କୁ ନିୟନ୍ତ୍ରଣରେ ରଖିପାରିବେ ଏବଂ ନେହେରୁଙ୍କୁ ଆଗକୁ ନେଇ ସମସ୍ତ ନିଷ୍ପତ୍ତି ନେଇପାରିବେ। ଏହା ଏକ ଭଲ ଯୋଜନା ଥିଲା, କିନ୍ତୁ ଗାନ୍ଧୀଙ୍କ ମୃତ୍ୟୁ ପରେ ଯାହା ଘଟିଥିଲା ​​ତାହା ଏକ ବଡ ବିପର୍ଯ୍ୟୟ ସହ ସମାନ ଥିଲା ।’

  • He sacrificed his most deserving and elected position as the First Prime Minister of India just to please Gandhi because he felt Nehru spoke better English, #SardarVallabhbhaiPatel did not suffer but Nation suffered for decades,we must shamelessly snatch what is rightfully ours. pic.twitter.com/TGxcOlDB3K

ବର୍ତ୍ତମାନ କଙ୍ଗନାଙ୍କ ଏହି ସବୁ ଟ୍ବିଟ ଦେଖି ପୁଣି ତାଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି ୟୁଜର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.