ETV Bharat / sitara

ବିଦେଶରୁ ଭାରତୀୟ ଛାତ୍ରଙ୍କୁ ଆଣିବେ ସୋନୁ

ପୁଣି ଚର୍ଚ୍ଚାରେ ସୋନୁ। ଏଥର ସେ ବିଦେଶରୁ ଭାରତ ଛାତ୍ରଙ୍କୁ ଆଣିବା ପ୍ରୟାସ ଚଳାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 21, 2020, 4:44 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଧ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଧ

ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ କୋରୋନା ଯୁଗରେ ଅନେକ ଲୋକଙ୍କୁ ନିଜ ନିଜ ଘରେ ପହଞ୍ଚାଇବା ଅଭିଯୋଗ ଦୀର୍ଘ ସମୟରୁ ଚଳାଉଆସୁଛନ୍ତି । ଯାହାଦ୍ବାରା ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାଶୀ ଶ୍ରମିକ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀ ନିଜ ନିଜ ଘରେ ସୁରକ୍ଷିତ ରୂପେ ପହଞ୍ଚିସାରିଛନ୍ତି। ସେ ଲୋକଙ୍କ ସାହାଯ୍ୟ ପାଇଁ ସବୁ ସମ୍ଭବ ପ୍ରୟାସ କରୁଛନ୍ତି । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛନ୍ତି ।

ଆଜ୍ଞା ହଁ, ଏବେ ସେ ଭାରତର ପାଖପାଖି 3 ହଜାର ଛାତ୍ରଙ୍କ ସହଯୋଗ ପାଇଁ ସାମ୍ନାକୁ ଆସିଛନ୍ତି । କିର୍ଗିସ୍ତାନରେ ମେଡିକାଲ ପାଠ ପଢିବାକୁ ଯାଇଥିଲେ ଏହି ଛାତ୍ର । ହେଲେ କୋଭିଡ-19 ମହାମାରୀ ପାଇଁ ସେଠାରେ ଫସି ଯାଇଛନ୍ତି ସମସ୍ତେ।

ଏହି ଛାତ୍ରଙ୍କ ମଧ୍ୟରୁ ଅନେକ ଛାତ୍ର ବିହାର, ଝାଡଖଣ୍ଡର ମଧ୍ୟ ସାମିଲ ଅଛନ୍ତି । ଶୁଣିବାକୁ ମିଳୁଛି ଯେ କିର୍ଗିସ୍ତାନରୁ ଛାତ୍ରଙ୍କୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋନୁ ସେମାନଙ୍କୁ ଏୟାରଲିଫ୍ଟ କରାଉଛନ୍ତି।

  • Dear students of kyrgysztan, for any info related to your rescue pls mail us on sonu4kyrgyzstan@gmail.com,
    only EMAIL ID used for the rescue of Indian students. Beware that Team Sonu Sood is NOT CHARGING or COLLECTING ANY MONEY from you in any manner for managing this.

    — sonu sood (@SonuSood) July 15, 2020 " class="align-text-top noRightClick twitterSection" data=" ">

ସେହିପରି ସୋନୁ ଟ୍ବିଟରେ ସମସ୍ତଙ୍କୁ ସୂଚନା ଦେଇଥିଲେ ଯେ ଛାତ୍ରଙ୍କୁ ଉଦ୍ଧାର ସମ୍ପୃକ୍ତ ସୂଚନା ଜାଣିବା ପାଇଁ ତାଙ୍କୁ ମେଲ କରିପାରିବେ। ଏହାସହ ସୋନୁ ଜଣାଇଥିଲେ ଉଦ୍ଧାର ପାଇଁ କାହାଠୁ କୌଣସି ଟଙ୍କା ନିଆଯିବ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.