ETV Bharat / sitara

ଖୁବଶୀଘ୍ର ଫେରିବେ ‘କୁବୁଲ ହୈ’ର ଅସଦ-ଜୋୟା - ‘କବୁଲ ହେ’ର ଅସଦ-ଜୋୟା

ଜି 5ରେ ରିଲିଜ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ‘କୁବୁଲ ହେ 2.0’ । ଏଥର ପୁଣି ଜମିବ କରନ ଓ ସୁରଭିଙ୍କ ରୋମାଣ୍ଟିକ ଯୋଡି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Feb 12, 2021, 7:05 AM IST

ମୁମ୍ବାଇ: ଆକ୍ଟର ତଥା ବିପାଶା ବାସୁଙ୍କ ସ୍ବାମୀ କରନ ସିଂ ଗ୍ରୋଭର ଦୀର୍ଘ ସମୟ ପରେ ଛୋଟ ପରଦାକୁ କମବ୍ୟାକ କରିବାକୁ ଯାଉଛନ୍ତି । ସେ ପୁଣିଥରେ ଅସଦ ଭୂମିକାରେ ଫେରିବେ । ଦୀର୍ଘ ସମୟରୁ ତାଙ୍କ ଅଭିନୀତ ଧାରାବାହିକ ‘କବୁଲ ହେ’ର 2.0କୁ ନେଇ ଚର୍ଚ୍ଚା । ସେପଟେ କରନଙ୍କ ଫିମେଲ ଫ୍ୟାନ ମଧ୍ୟ ଅନାଇ ବସିଛନ୍ତି ତାଙ୍କ ଅସଦ ଅବତାର ପୁଣି ପରଦାରେ ଦେଖିବାକୁ । ଗତ 10 ତାରିଖରେ ଏହାର ରୋମାଣ୍ଟିକ ଟ୍ରେଲର ରିଲିଜ କରାଯାଇଥିଲା ।

ଯେଉଁଥିରେ ଅସଦ ଓ ଜୋୟା ଫେରିବାକୁ ନେଇ ସୂଚନା ଦିଆଯାଇଛି । ଏଥର କରନଙ୍କ ସହ ପୁଣି ରୋମାନ୍ସ କରିବେ ସୁରଭି ଜ୍ୟୋତି ।

ସେପଟେ ଶୋକୁ ନେଇ କରନ କହିଛନ୍ତି, ‘କୁବୁଲ ହେ ଏକ ଏମିତି ଶୋ ଯାହା ସବୁବେଳେ ମୋ ହୃଦୟର ନିକଟତର । ଏହାର ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ଠାରୁ ଗ୍ରହଣ କରୁଥିବା ପ୍ରତିକ୍ରିୟାରେ ମୁଁ ଅତ୍ୟଧିକ ଖୁସି ଅନୁଭବ କରୁଛି । ଝିଅ ଦର୍ଶକ ଆସାଦଙ୍କୁ ଭଲ ପାଉଥିବା ପରି ମନେହୁଏ ଏବଂ ମୁଁ ଆଶା କରୁଛି ସେମାନଙ୍କୁ ନିରାଶ କରିବି ନାହିଁ ।’

  • " class="align-text-top noRightClick twitterSection" data="">

ଖୁବଶୀଘ୍ର ଜି5ରେ ରିଲିଜ ହେବ ଏହି ଶୋ । ପ୍ରକାଶ ଥାଉକି କବୁଲ ହେ ବ୍ୟତୀତ କରନ ପପୁଲାର ସିରିୟଲ ‘ଦିଲ ମିଲ ଗୟେ’ ଏବଂ ‘କସୌଟି ଜିନ୍ଦେଗୀ କେ 2’ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.