ETV Bharat / sitara

ଗଙ୍ଗା ତଟରେ ମୋଦିଙ୍କର ସ୍ପେଶାଲ ସ୍କ୍ରିନିଂ

author img

By

Published : May 27, 2019, 1:04 PM IST

ପ୍ରଧାନମନ୍ତ୍ରୀଙ୍କ ବାୟୋପିକକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ରିଲିଜ ପୂର୍ବରୁ ଗୁଜୁରାଟରେ ସ୍ପେଶାଲ ସ୍କ୍ରିନିଂ ହେବା ପରେ ଏବେ ହୃଷିକେଶର ଗଙ୍ଗାନଦୀ କୂଳରେ କରାଯାଇଛି ସ୍ପେଶାଲ ସ୍କ୍ରିନିଂ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ହୃଷିକେଶର ପରମାର୍ଥ ନିକେତନ ଗଙ୍ଗାକୂଳରେ ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ଫିଲ୍ମ ଦେଖିବା ପାଇଁ ବିଭିନ୍ନ ଯାଗାରୁ ସାଧୁ ସନ୍ଥ ସହ ସାଧାରଣ ଜନତା ଯୋଗ ଦେଇଥିଲେ । ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚା' ବିକ୍ରୀ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ହେବ ପର୍ଯ୍ୟନ୍ତର କାହାଣୀକୁ ବର୍ଣ୍ଣନା କରାଯାଇଛି ।

P M Narendra modi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ସମୟରେ ବିବେକ ଓବରୟ, ପ୍ରଯୋଜକ ସନ୍ଦୀପ ସିଂହ, ମହାରାଷ୍ଟ୍ର ସରକାର ମନ୍ତ୍ରୀ ଗିରିଶ ମହାଜନ ଓ ବିଧାନସଭା ଉପାଧ୍ୟକ୍ଷ ପ୍ରେମଚନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ ।

paramartha niketan
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପରମାର୍ଥ ନିକେତନର ଅଧ୍ୟକ୍ଷ ସ୍ବାମୀ ଚିଦାନନ୍ଦ ସରସ୍ବତୀ କହିଥିଲେ, ଲୋକସଭା ନିର୍ବାଚନରେ ମୋଦି ସରକାରଙ୍କ ବିଜୟ ପରେ ଏହା ସ୍ପଷ୍ଟ ଯେ ଲୋକେ ମୋଦିଙ୍କ ଆଦର୍ଶକୁ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷେ ପ୍ରଯୋଜକ ଫିଲ୍ମର ସଫଳତାକୁ ନେଇ ସ୍ବାମୀ ଚିଦାନନ୍ଦ ଓ ଭଗବତୀ ସରସ୍ବତୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.