ETV Bharat / sitara

ଭଂସାଲୀଙ୍କ ଆଇଟମ ଗୀତରେ ଓଡ଼ିଆ ଝିଅଙ୍କ ଜଲୱା

ରିଲିଜ ହୋଇଯାଇଛି 'ମଲାଲ'ର ଆଇଟମ ଗୀତ 'ଆଇଲା ରେ' । ଏଥିରେ ନଜର ଆସିଛନ୍ତି ଓଡ଼ିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର । ଜିରୋ ଫିଲ୍ମରୁ ବଲିଉଡରେ ପଦାର୍ପଣ କରିଥିଲେ ସୁଶ୍ରୀ ।

author img

By

Published : May 29, 2019, 6:44 PM IST

ଫଟୋ ସୌଜନ୍ୟ:ସୋସିାଲ ମିଡିଆ/ଇନଷ୍ଟାଗ୍ରାମ@ସୁଶ୍ରୀ ଶ୍ରେୟା ମିଶ୍ର

ହାଇଦ୍ରାବାଦ: ଧିରେ ଧିରେ ଏବେ ବଲିଉଡରେ ପଦାର୍ପଣ କରିବାରେ ଲାଗିଛନ୍ତି ଓଡ଼ିଆ ଝିଅ । ଗତ ବର୍ଷ ରିଲିଜ ହୋଇଥିବା ଶାହରୁଖ ଖାନଙ୍କ ଫିଲ୍ମ 'ଜିରୋ'ରେ ଡେବ୍ୟୁ କରିଥିବା ଓଡ଼ିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର ଏବେ ଲୋକପ୍ରିୟ । ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ 'ମଲାଲ'ରେ ନଜର ଆସିଛନ୍ତି ।

ଏହି ଫିଲ୍ମରେ ସେ ସ୍ପେଶାଲ ନମ୍ବର 'ଆଇଲା ରେ' ଜବରଦସ୍ତ ଡାନ୍ସ କରି ଦର୍ଶକଙ୍କୁ ନିଜ ଆଡକୁ ଟାଣିବାରେ ସଫଳ ହୋଇଛନ୍ତି । 'ଆଇଲା ରେ' ଫିଲ୍ମର ପ୍ରଥମ ଗୀତଟି, ଯାହା ଗତକାଲି ରିଲିଜ ହୋଇଯାଇଛି । ଗୀତଟିର କୋରିଓଗ୍ରାଫ କରିଛନ୍ତି ପପୁଲାର କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ।

  • " class="align-text-top noRightClick twitterSection" data="">

ଗୀତଟିରେ ସୁଶ୍ରୀଙ୍କ ଶାନଦାର ଡାନ୍ସ ଦେଖି ଦର୍ଶକ ମଧ୍ୟ ଦିୱାନା ହୋଇଛନ୍ତି । ୟୁଟ୍ୟୁବରେ ମଧ୍ୟ ଗୀତଟିକୁ ଖୁବ୍ ପସନ୍ଦ କରାଯାଇଛି ।

ଯଦି 'ମଲାଲା' ଫିଲ୍ମ ବିଷୟରେ କଥା ହେବା, ତେବେ ଫିଲ୍ମରେ ସଞ୍ଜୟଙ୍କ ଭାଣିଜୀ ଶର୍ମିନ ସହଗଲ ଏବଂ ଅଭିନେତା ଜାବେଦ ଜାଫରିଙ୍କ ପୁଅ ମେଜାନ୍ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟି ଅଣ-ମରାଠୀ ଲୋକଙ୍କ ଜୀବନକୁ ନେଇ ଆଧାରିତ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.