ETV Bharat / sitara

#BottleCapChallenge ପରେ ଟାଇଗରଙ୍କ ନୂଆ ଚ୍ୟାଲେଞ୍ଜ - #5ClapChallenge

ପ୍ରୋ କବାଡି ଦଳ ପାଇଁ ନୂଆ ଚ୍ୟାଲେଞ୍ଜ ଆଣିଲେ ଟାଇଗର ସ୍ରର୍ଫ । ପୁସ-ଅପ କରି ଦେଲେ ଚ୍ୟାଲେଞ୍ଜ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/tigerjackieshroff
author img

By

Published : Aug 17, 2019, 2:46 PM IST

ହାଇଦ୍ରାବାଦ: #BottleCapChallenge ର ଭାଇରାଲ ଭିଡିଓ ପରେ ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ଆଣିଛନ୍ତି ଟାଇଗର ସ୍ରର୍ଫ । ପ୍ରୋ କବାଡି ଲିଗ ଆରମ୍ଭ ହୋଇଯାଇଛି । ଏହାକୁ ନେଇ ନୂଆ #5ClapChallenge ଆଣିଛନ୍ତି ଟାଇଗର ।

ଭିିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/tigerjackieshroff

ଚ୍ୟାଲେଞ୍ଜରେ ଟାଇଗର ଫ୍ଲିପ କରିବା ପରେ 5 ଥର ପୁସ୍-ଅପ କରିଥିଲେ । ଭିଡିଓ କ୍ୟାପସନରେ world's toughest day ବୋଲି ଲେଖିଥିଲେ ଟାଇଗର । ଭିଡିଓରେ ଭାରତୀୟ କବାଡି ଦଳକୁ ଚ୍ୟାଲେଞ୍ଜ ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.