ETV Bharat / sitara

ଡ୍ୟାନ୍ସ ଛାଡି ଡ୍ରେସ ବିକୁଛନ୍ତି ନୋରା! - social media

ବଲିଉଡ ବେଲି ଡ୍ୟାନ୍ସର ନୋରା ଫତେହି ସବୁବେଳେ ସୋସିଆଲ ମିଡିଆରେ ନିଜ ଶାନଦାର ଡ୍ୟାନ୍ସ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । କିନ୍ତୁ ଏଥର ତାଙ୍କର ଭିନ୍ନ ଧରଣର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ନୋରା ଫତେହି
author img

By

Published : Jun 12, 2019, 3:02 AM IST

ମୁମ୍ବାଇ: 'ଦିଲବର ଦିଲବର' ଗୀତରୁ ଲୋକପ୍ରିୟ ହୋଇଥିବା ବେଲି ଡ୍ୟାନ୍ସର ନୋରା ଫତେହି ନିଜ ୟୁନିକ ଡ୍ୟାସିଂ ଷ୍ଟାଇଲ ପାଇଁ ଜଣାଶୁଣା । ତାଙ୍କ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିନ୍ତୁ ଏଥର ନୋରାଙ୍କ ଡ୍ୟାନ୍ସ ଭିଡିଓ ନୁହେଁ ଭିନ୍ନ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି ।

ଭାଇରାଲ ଭିଡିଓରେ ନୋରା ଡ୍ରେସ ବିକ୍ରି କରୁଥିବାର ଦେଖାଯାଇଛନ୍ତି । ହାତରେ ଗୋଟିଏ ସଟସ ଧରି ତାହାକୁ ବିକିବାର ଅଭିନୟ କରୁଛନ୍ତି ନୋରା । ତାଙ୍କର ଏପରି ଅନ୍ଦାଜ ପୂର୍ବରୁ କେବେ ମଧ୍ୟ ଦେଖିବାକୁ ମିଳିନାହିଁ ।

ତାଙ୍କର ଏହି କ୍ୟୁଟ ଭିଡିଓକୁ ଫ୍ୟାନ୍ସ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ନୋରା ଭିଡିଓଟିକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ନିଜ ଜବରଦସ୍ତ ଡ୍ୟାନ୍ସ ଜରିଆରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ନୋରାଙ୍କ ଏହି କ୍ୟୁଟ ଅନ୍ଦାଜରେ ତାଙ୍କ ଫ୍ୟାନ୍ସ ପୁରାପୁରି ଫିଦା ହୋଇଯାଇଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ନୋରାଙ୍କ ଡ୍ରେସ ବିକ୍ରୀ କରିବା ଅନ୍ଦାଜ...

Intro:Body:

gggggggss

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.