ETV Bharat / sitara

ରିଲିଜ ହେଲା ‘ମୁମ୍ବାଇ ଡାଏରୀଜ 26/11’ର ଦମଦାର ଟିଜର - ମୋହିତ ରୈନା ଓ କୋଙ୍କଣା ସେନଙ୍କ ସିରିଜ ନ୍ୟୁଜ

ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଥିବା ଆମାଜନ ପ୍ରାଇମ ଭିଡିଓର ଚର୍ଚ୍ଚିତ ସିରିଜ ‘ମୁମ୍ବାଇ ଡାଏରୀଜ 26/11’ର ଟିଜରକୁ ନେଇ ଚର୍ଚ୍ଚା । 26/11 ଆକ୍ରମଣକୁ 12 ବର୍ଷ ସ୍ମୃତିରେ ଟିଜର ଜାରି କରିଛନ୍ତି ମେକର୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିିଖିଲ ଆଡଭାନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିିଖିଲ ଆଡଭାନୀ
author img

By

Published : Nov 26, 2020, 2:29 PM IST

ମୁମ୍ବାଇ: ଆଜି ଠୁ ଠିକ୍ 12 ବର୍ଷ ପୂର୍ବେ 2008 ନଭେମ୍ବର 26ରେ ଭାରତରେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା । ଯାହା ସାରା ଭାରତବାସୀଙ୍କ ମନରେ ଭୟାନକ ଛାପ ଛାଡିଯାଇଛି । ଏହି କାହାଣୀ ଉପରେ ନିର୍ମାତା ନିଖିଲ ଆଡଭାନୀ ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି ୱେବ ସିରିଜ ‘ମୁମ୍ବାଇ ଡାଏରୀଜ 26/11’ । ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ ଅଭିନେତା ମୋହିତ ରୈନା ଓ କୋଙ୍କଣା ସେନ । ଆଜି ଭଳି ଦିନରେ ମେକର୍ସ ସିରିଜର ଜବରଦସ୍ତ ଟିଜର ରିଲିଜ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଆସନ୍ତା ବର୍ଷ ମାର୍ଚ୍ଚରେ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେବାକୁ ଯାଉଥିବା ‘ମୁମ୍ବାଇ ଡାଏରୀଜ 26/11’ରେ ମୁମ୍ବାଇର ସେହି ଦୁଃଖଦ ଘଟଣାକୁ ପର୍ଯ୍ୟବେଶିତ କରାଯାଇଛି । ଯାହାର ଝଲକ ଟିଜରରେ ଦେଖିବାକୁ ମିଳୁଛି ।

  • " class="align-text-top noRightClick twitterSection" data="">

ନିଖିଲ ନିକଟରେ ସିରିଜକୁ ନେଇ କହିଛନ୍ତି, ‘ବାସ୍ତବ କାହାଣୀକୁ ଦର୍ଶକ ପରଦାରେ ଦେଖିବାକୁ ଭଲ ପାଆନ୍ତି । ଆଉ 26/11 ପରି ଲୋମହର୍ଷଣକାରୀ କାହାଣୀ ଉପରେ ମୁଁ ସିରିଜ ନିର୍ମାଣ କରୁଛି ଯାହାକି ବାସ୍ତବ ଘଟଣାକୁ ନେଇ ପର୍ଯ୍ୟବେଷିତ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.