ETV Bharat / sitara

ଆମାଜନରୁ ନେଟଫ୍ଲିକ୍ସକୁ ମୁହାଁଇଲେ ମନୋଜ, ଟ୍ବିଟରରେ କଲେ ଟ୍ରେଣ୍ଡ

author img

By

Published : Jun 11, 2021, 6:18 AM IST

ଟ୍ବିଟରରେ ମନୋଜଙ୍କୁ ନେଇ ଭାଇରାଲ ହେଉଛି ଅନେକ ମିମି । ତାଙ୍କ ଉପରେ ମଜାଦାର କମେଣ୍ଟ କଲା ଆମାଜନ ପ୍ରାଇମ ଭିଡିଓ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀଙ୍କ ବହୁ ଚର୍ଚ୍ଚିତ ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ 2’ର ସଫଳତାର ଚର୍ଚ୍ଚା ବର୍ତ୍ତମାନ ସବୁ ମହଲରେ । ଆମାଜନ ପ୍ରାଇମ ଭିଡିଓର ‘ଦ ଫ୍ୟାମିଲି ମ୍ୟାନ 2’ରୁ ନେଇ ନେଟଫ୍ଲିକ୍ସ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାରେ ଅଛନ୍ତି ମନୋଜ । ଏହି ଦୁଇଟି ଓଟିଟି ପ୍ଲଟଫର୍ମରେ ଦେଖିବାକୁ ମିଳୁଛି ତାଙ୍କ ଦମଦାର ଅନ୍ଦାଜ । କାରଣ ନିକଟରେ ନେଟଫ୍ଲିକ୍ସର ନିଜର ଆଗାମୀ ସିରିଜ ‘ରେ’ ଟ୍ରେଲର ରିଲିଜ କରିଥିଲା । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ମନୋଜ । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ ।

  • " class="align-text-top noRightClick twitterSection" data="">

ସେପଟେ ନେଟଫ୍ଲିକ୍ସ ଟ୍ରେଲର ସେୟାର କରି ମନୋଜଙ୍କ ଆମାଜନ ପ୍ରାଇମ ଭିଡିଓ ସିରିଜ ‘ଦ ଫ୍ୟାମିଲି ମ୍ୟାନ 2’ର ଉଲ୍ଲେଖ କରି ଲେଖିଛନ୍ତି, ‘ମନୋଜ ବାଜପେୟୀ ନେଟଫ୍ଲିକ୍ସ ସିରିଜରେ ଆସୁଛନ୍ତି । ଆମେ ଖୁସି ଅନୁଭବ କରୁଛୁ ଯେ ଏହି ଫ୍ୟାମିଲିର ସେ ଅଂଶ ହେଉଥିବାରୁ ।’

ସେହିପରି ନେଟଫ୍ଲିକ୍ସର ଏହି ପୋଷ୍ଟରେ ଆମାଜନ ପ୍ରାଇମ ଭିଡିଓ ମଜାଦାର ପ୍ରତିକ୍ରିୟା ଦେଇ ଲେଖିଛି, ‘ଶ୍ରୀକାନ୍ତ ଜବ୍ ବଦଳାଇବାରେ ବଡ ଡ୍ରାଷ୍ଟିକ୍ ଚେଞ୍ଜ୍ ହୋଇଥିବ ।’

ଏହି ଦୁଇଜଣଙ୍କ ମଜାଦାର ପୋଷ୍ଟକୁ ଆଧାର କରି ଫ୍ୟାନ୍ସ ବର୍ତ୍ତମାନ ଟ୍ବିଟରରେ ମନୋଜଙ୍କୁ ଟ୍ରେଣ୍ଡ କରାଇବା ଆରମ୍ଭ କରିଦେଇଛନ୍ତି । ସୋସିଆଲ ମିଡିଆରେ ଏବେ ଘୁରିବୁଲୁଛି ମନୋଜଙ୍କ ମିମ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.