ETV Bharat / sitara

ଜେଜେବାପାଙ୍କ ସହ ଝିଅର କ୍ୟୁଟେଷ୍ଟ ଫଟୋ ସେୟାର କଲେ ନୀଲ - Neil Nitin Mukesh's daughter Nurvi with her grandfather

ନିକଟରେ, ନୀଲ ତାଙ୍କ ଝିଅଙ୍କର ଏକ କ୍ୟୁଟେଷ୍ଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ନୁରଭି ତାଙ୍କ ଜେଜେବାପାଙ୍କ ଗାଲରେ କିସ ଦେଉଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Neil Nitin Mukesh's daughter Nurvi with her grandfather is the cutest thing you will come across today!
ଜେଜେବାପାଙ୍କ ସହ ଝିଅର କ୍ୟୁଟେଷ୍ଟ ଫଟୋ ସେୟାର କଲେ ନୀଲ
author img

By

Published : Aug 15, 2020, 10:40 PM IST

ନୂଆଦିଲ୍ଲୀ: ଅଭିନେତା ନୀଲ ନିତିନ ମୁକେଶ ଇଣ୍ଡଷ୍ଟ୍ରିର ଅନ୍ୟତମ ଦକ୍ଷ ଯୁବ ଅଭିନେତା । ଲକଡାଉନ ସମୟରେ ନୀଲ ତାଙ୍କ ପରିବାର ସହିତ ଘରେ ସମୟ ବିତାଉଛନ୍ତି । ନୀଲ ପ୍ରାୟତଃ ତାଙ୍କ ଝିଅ ନୁରଭିଙ୍କ ଫଟୋ ଏବଂ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥାନ୍ତି ।

ନିକଟରେ, ନୀଲ ତାଙ୍କ ଝିଅଙ୍କର ଏକ କ୍ୟୁଟେଷ୍ଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ନୁରଭି ତାଙ୍କ ଜେଜେବାପାଙ୍କ ଗାଲରେ କିସ ଦେଉଥିବାର ଦେଖିବାକୁ ମିଳିଛି ।

ଏହି ପୋଷ୍ଟର କ୍ୟାପସନ୍ ରେ ନୀଲ ଲେଖିଛନ୍ତି, "ସବୁଠାରୁ ଅମୂଲ୍ୟ ମୁହୂର୍ତ୍ତ କ୍ୟାପଚର ହୋଇଛି । ମୋର ଜୀବନ । ଦାଦୁ କି ଜାନୁ ନୁରଭି ।

ନୀଲଙ୍କୁ ଶେଷ ଥର ପାଇଁ ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ 'ସାହୋ'ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଗତ ବର୍ଷ ଅଗଷ୍ଟରେ ମୁକ୍ତିଲାଭ କରିଥିଲା ।

For All Latest Updates

TAGGED:

ନୀଲ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.