ETV Bharat / sitara

ପୁଣି ପ୍ରେମରେ ଧୋକା ଖାଇଲେ ନେହା, ଦେଖନ୍ତୁ ଭିଡିଓ - ଦର୍ଶକଙ୍କୁ ସରପ୍ରାଇଜ ଦେଲେ ନେହା କକ୍କର

ପ୍ରାୟତଃ ଦୁଃଖ ଗୀତ ଗାଇ ଫ୍ୟାନ୍ସଙ୍କୁ କନ୍ଦାଇ ଦିଅନ୍ତି ନେହା। ପୁଣି ଏକ ଇମୋଶନାଲଭରା ଗୀତ ନେଇ ପରଦାକୁ ଫେରିଛନ୍ତି ସେ ।

_neha kakkar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା କକ୍କର
author img

By

Published : Mar 31, 2020, 3:05 PM IST

ମୁମ୍ବାଇ: ଫେମସ ଗାୟିକା ନେହା କକ୍କର ଲକଡାଉନ ସମୟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ସରପ୍ରାଇଜ। ଯାହାକୁ ନେଇ ଖୁସି ଫ୍ୟାନ୍ସ। ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ନେହା ନିଜ ନୂଆ ଗୀତ ‘ଜିନକେ ଲିଏ’ ରିଲିଜ କରିଦେଇଛନ୍ତି। ଗୀତରେ ନେହାଙ୍କ ସହ ନଜର ଆସୁଛନ୍ତି ଜାନି। ଗୀତଟି ପ୍ରେମରେ ମିଳୁଥିବା ଧୋକାକୁ ନେଇ ଆଧାରିତ। ଗୀତରେ ସବୁଠାରୁ ଆଶ୍ଚର୍ଯ୍ୟ କରିଦେଇଛି ଦର୍ଶକଙ୍କୁ ନେହାଙ୍କ ସୁସାଇଡ।

  • " class="align-text-top noRightClick twitterSection" data="">

ଗୀତ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି । ‘ଜିନେକେ ଲିଏ’ ଗୀତରେ ମ୍ୟୁଜିକର ତଡକା ଦେଇଛନ୍ତି ବି ପ୍ରାକ। ସେହିପରି ଗୀତଟିକୁ ନେହା ଗାଇଥିବା ବେଳେ ଜାନି ଏହାର ଲିରିକ୍ସ ଲେଖିବା ସହ କମ୍ପୋଜ ମଧ୍ୟ କରିଛନ୍ତି।

ପ୍ରକାଶ ଥାଉକି ଜାନିଙ୍କ ଏହି ଆଲବମରେ 7ଟି ଗୀତ ଶୁଣିବାକୁ ମିଳିବ। ନେହାଙ୍କ ଏହି ଗୀତଟି ଦ୍ବିତୀୟ ଗୀତ। ସେହିପରି ଏହାର ପ୍ରଥମ ଗୀତ ଅଭିନେତା ବିକ୍କୀ କୌଶଲ ଓ ନୋରା ଫତେହୀଙ୍କ ନେଇ ଅଭିନୀତ ‘ପଶ୍ଚତାଓଗେ’ ଥିଲା । ଯାହା ସୁପରହିଟ୍ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.