ETV Bharat / sitara

ଅମିତାଭଙ୍କ କୋରିଓଗ୍ରାଫର ସାଜିଥିଲେ ନୀତୁ, ସେୟାର କଲେ ଥ୍ରୋବ୍ୟାକ ଭିଡିଓ

author img

By

Published : Jun 11, 2021, 1:54 PM IST

‘ୟାରାନା’ ଫିଲ୍ମରେ ପରଦାରେ ରୋମାନ୍ସ କରିଥିଲେ ଅମିତାଭ ଓ ନୀତୁ । ଯାହାର ଏକ ଭିଡିଓ କ୍ଲିପ୍ ସେୟାର କରି ଅମିତାଭଙ୍କ ବିଷୟରେ ଖୁଲାସା କଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଅଭିନେତ୍ରୀ ନୀତୁ କପୁର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ଥ୍ରୋବ୍ୟାକ ଭିଡିଓ ସେୟାର କରି ବର୍ତ୍ତମାନ ଚର୍ଚ୍ଚାରେ । ଯେଉଁଥିରେ ତାଙ୍କ ସହ ଡାନ୍ସ କରୁଥିବାର ନଜର ଆସୁଛନ୍ତି ଅମିତାଭ ।

ତେବେ କଥାଟି ହେଲା ଯେ 1981ରେ ଆସିଥିବା ଫିଲ୍ମ ‘ୟାରାନା’ରେ ଅମିତାଭଙ୍କ ସହ ଅଭିନୟ କରିଥିଲେ ନୀତୁ । ଆଉ ଫିଲ୍ମର ଏକ ପପୁଲାର ଗୀତ ପାଇଁ ସେ ସାଜିଥିଲେ ଅମିତାଭଙ୍କ କୋରିଓଗ୍ରାଫର ।

ସେୟାର କରିଥିବା ଭିଡିଓରେ ସେ ଏହା ବିଷୟରେ ଖୁଲାସା କରି ଲେଖିଛନ୍ତି, ‘ଏହି ମୋଣ୍ଟାଜ୍ ୟାରାନାର । ଯାହା ମୋ ପାଇଁ ସ୍ପେଶାଲ । କାରଣ ଏହାକୁ ମୁଁ କୋରିଓଗ୍ରାଫ କରିଥିଲେ ।’ ସେହିପରି ଭିଡିଓରେ ଦେଖିବାକୁ ମିଳୁଛି ନୀତୁଙ୍କ ତାଳରେ ତାଳ ମିଶାଉଥିବାର ନଜର ଆସୁଛନ୍ତି ଅମିତାଭ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.