ETV Bharat / sitara

ଋଷିଙ୍କୁ ଝୁରୁଛନ୍ତି ପତ୍ନୀ ନୀତୁ, ଭାଇରାଲ ଫଟୋ - ଭାବବିହ୍ବଳ ହେଲେ ନୀତୁ ସିଂ

ସୋସିଆଲ ମିଡିଆରେ ଫଟୋ ସେୟାର କରି ଭାବବିହ୍ବଳ ହେଲେ ନୀତୁ ସିଂ । ଗୋଟିଏ ଫ୍ରେମରେ ନଜର ଆସିଲେ ପୁରା ପରିବାର...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀତୁ ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀତୁ ସିଂ
author img

By

Published : May 19, 2020, 3:07 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁର ନିଧନକୁ 20 ଦିନ ବିତିସାରିଲାଣି । ହେଲେ ତାଙ୍କ ପରିବାର ତାଙ୍କୁ ସବୁବେଳେ ମନେ ପକାଉଛନ୍ତି । କେବେ ଝିଅ ରିଦ୍ଧିମା ପିତାଙ୍କ ଫଟୋ ସେୟାର କରି ଭାବୁକ ନୋଟ ଲେଖୁଛନ୍ତି ତ ଆଉ କେବେ ପତ୍ନୀ ତଥା ଅଭିନେତ୍ରୀ ନୀତୁ ସିଂ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ମିସ କରୁଛନ୍ତି।

ଏବେ ପୁଣିଥରେ ନୀତୁ ଏକ ଫ୍ୟାମିଲି ଫଟୋ ସେୟାର କରି ଭାବବିହ୍ବଳ ନଜର ଆସୁଛନ୍ତି । ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ତାଙ୍କ ଝିଅ ରିଦ୍ଧିମା, ପୁଅ ରଣବୀର, ଋଷି କପୁରଙ୍କ ସହ ସେ ନଜର ଆସୁଛନ୍ତି। ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘କାଶ ଏହି ଫଟୋ ସବୁବେଳେ ଏମିତି ପୁରା ଲାଗିଥାଆନ୍ତା ଯେମିତି ଅଛି।’

ପ୍ରକାଶ ଥାଉକି ନିକଟରେ ଋଷିଙ୍କ ପାଇଁ ଶୋକସଭା ରଖାଯାଇଥିଲା । ଯେଉଁଥିରେ ରଣବୀରଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଲିୟା ଭଟ୍ଟ, କରିସ୍ମା କପୁର, ଶ୍ବେତା ବଚ୍ଚନ ନନ୍ଦା, ରଣଧୀର କପୁର, ଅରମାନ ଜୈନ ଆଉ ଆଦର ଜୈନ ମା' ରିମା ଜୈନଙ୍କ ସହ ସାମିଲ ହୋଇଥିଲେ । ଯାହାର ଫଟୋ ସେୟାର କରି ରିଦ୍ଧିମା ଲେଖିଥିଲେ, ‘ଆପଣଙ୍କ ଅସ୍ତିତ୍ବ ସବୁବେଳେ ରହିବ। ଆମ ଆପଣଙ୍କୁ ପ୍ରେମ କରୁଛୁ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.