ETV Bharat / sitara

ନୀନା କହିଲେ ସ୍ବାମୀଙ୍କୁ କାମରେ ଲଗାଇବା ସିକ୍ରେଟ - କୋରୋନା ଭାଇରସ ଭୟ

ବର୍ତ୍ତମାନ ସୋସିଆଲ ମିଡିଆର ଭାଇରାଲ ହେଉଥିବା ଏକ ଫଟୋକୁ ନେଇ ଚର୍ଚ୍ଚାରେ ‘ବଧାଇ ହୋ’ ଅଭିନେତ୍ରୀ ନୀନା ଗୁପ୍ତା।

neena gupta
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୀନା ଗୁପ୍ତା
author img

By

Published : Mar 24, 2020, 11:00 AM IST

ମୁମ୍ବାଇ: କୋରୋନା ଭାଇରସରୁ ବଞ୍ଚିବା ପାଇଁ ବର୍ତ୍ତମାନ ବଲିଉଡର ସବୁ କଳାକାର ସେଲ୍ଫ ଆଇସୋଲେସନରେ ଅଛନ୍ତି। ସେହିପରି ବିଶିଷ୍ଟ ଅଭିନେତ୍ରୀ ନୀନା ଗୁପ୍ତା ମଧ୍ୟ ସ୍ବାମୀଙ୍କ ସହ ଘରେ ସମୟ ବିତାଉଛନ୍ତି। ଇତିମଧ୍ୟରେ ସେ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ସେୟାର କରିଛନ୍ତି। ଯାହା ଖୁବ୍ ମଜାଦାର ହୋଇଛି। ଫଟୋରେ ତାଙ୍କ ସହ ତାଙ୍କ ସ୍ବାମୀ ନଜର ଆସୁଛନ୍ତି। ସବୁଠାରୁ ମଜାଦାର ଫଟୋର କ୍ୟାପସନ। ଯାହା ଦେଖି ହସି ହସି ବେହାଲ ଫ୍ୟାନ୍ସ।

କଥାଟି ହେଲା ଯେ ନୀନା ଯେଉଁ ଫଟୋ ସେୟାର କରିଛନ୍ତି, ‘ସେଥିରେ ତାଙ୍କ ସ୍ବାମୀ ତାଙ୍କ ମୁଣ୍ଡ ମସାଜ କରୁଥିବାର ନଜର ଆସୁଛନ୍ତି। ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ସ୍ବାମୀଙ୍କୁ ବ୍ୟବହାର କରୋନା। ’

ବର୍ତ୍ତମାନ ତାଙ୍କ ଏହି ପୋଷ୍ଟରେ ମଜାଦାର କମେଣ୍ଟ କରିବାରେ ଲାଗିଛନ୍ତି ଫ୍ୟାନ୍ସ । ଖାଲି ଫ୍ୟାନ୍ସ ନୁହେଁ ବଲିଉଡ ସେଲିବ୍ରିଟିଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି ନୀନାଙ୍କ ଏହି ଫଟୋ । ଦେଖନ୍ତୁ ଫଟୋ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.