ETV Bharat / sitara

ସୁଶାନ୍ତ ମାମଲା: ଜୟା-ଶ୍ରୁତିଙ୍କୁ ଏନସିବିର ସମନ

author img

By

Published : Sep 20, 2020, 9:18 PM IST

ସୋମବାର ଦିନ ସୁଶାନ୍ତ ମାମଲାର ତଦନ୍ତରେ ଯୋଗଦେବା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏସଆଇଟି ଜୟା ଶାହା ଏବଂ ଶ୍ରୁତି ମୋଦୀଙ୍କୁ ଡକାଇଛି । ଅଧିକ ପଢନ୍ତୁ...

(NCB) SIT summons Jaya Shah and Shruti Modi to join the investigation tomorrow
ସୁଶାନ୍ତ କେସ: ଜୟା-ଶ୍ରୁତିଙ୍କୁ ଏନସିବିର ସମନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ସିବିଆଇର ସ୍ବତନ୍ତ୍ର ଇନଭେଷ୍ଟିଗେସନ ଟିମ (ଏସଆଇଟି) ମୁମ୍ବାଇ ଯାଇ ପ୍ରାୟ ଏକ ମାସ ପରେ ଦିଲ୍ଲୀ ଫେରିଛନ୍ତି ।

ସୋମବାର ଦିନ ସୁଶାନ୍ତଙ୍କ ମାମଲାରେ ତଦନ୍ତରେ ଯୋଗଦେବା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏସଆଇଟି ଜୟା ଶାହା ଏବଂ ଶ୍ରୁତି ମୋଦୀଙ୍କୁ ଡକାଇଛି।

ସିବିଆଇ ଟିମ୍ ମୁମ୍ବାଇରେ ରହିବା ସମୟରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ଏବଂ ତାଙ୍କ ପିତା କେ କେ ସିଂ ଏବଂ ବଡ ଭଉଣୀ ରାନୀ ସିଂଙ୍କ ବୟାନ ରେକର୍ଡ କରିଥିଲା । ସିବିଆଇର ଏସଆଇଟି ସୁଶାନ୍ତଙ୍କ ଫ୍ଲାଟ ଏବଂ କପୁର୍ ହସ୍ପିଟାଲ ପରିଦର୍ଶନ କରିଥିଲା ​​ଯେଉଁଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା ।

ପ୍ରକାଶ ଥାଉ ଯେ, ସିବିଆଇ ବ୍ୟତୀତ ଇଡି ଏବଂ ଏନସିବି ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରୁଛନ୍ତି। ଡ୍ରଗ୍ ସମ୍ବନ୍ଧୀୟ ମାମଲାରେ ଏନସିବି ରିଆ, ଶୋୟିକ୍, ମିରାଣ୍ଡା, ସାୱନ୍ତଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.