ETV Bharat / sitara

ବିଶିଷ୍ଟ ସଙ୍ଗୀତକାର ମହମ୍ମଦ ଜହୁର ଖୟ୍ୟାମଙ୍କ ପରଲୋକ - କଭି କଭି

ଦୁନିଆକୁ ଅଲବିଦା କହିଲେ କବି, ସଙ୍ଗୀତକାର ମହମ୍ମଦ ଜହୁର ଖୟ୍ୟାମ । ସୋମବାର ରାତିରେ ତାଙ୍କ ନିଧନ ଘଟିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 20, 2019, 5:03 AM IST

ମୁମ୍ବାଇ: ଆଖି ବୁଜିଲେ ହିନ୍ଦୀ ଫିଲ୍ମର ବିଶିଷ୍ଟ ସଙ୍ଗୀତକାର ମହମ୍ମଦ ଜହୁର ଖୟ୍ୟାମ । ସୋମବାର ରାତି9.30, 92 ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । ସେ ହିନ୍ଦୀ ସିନେମା ଜଗତକୁ ଅନେକ ହିଟ୍ ସଙ୍ଗୀତ ଦେଇଥିଲେ । ତାଙ୍କ ଲୋକପ୍ରିୟ ଗୀତ ‘ଉମରାଓ ଜାନ’, ‘ବାଜାର’, ‘ଖାନଦାନ’ ଏବଂ ‘କଭି କଭି’ର ସଙ୍ଗୀତ ସବୁଠାରୁ ଚର୍ଚ୍ଚିତ । ଆଜି ମଧ୍ୟ ତାଙ୍କ ଗୀତର ଦିୱାନ ଦର୍ଶକ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ନରେନ୍ଦ୍ର ମୋଦି

3 ଦିନ ପୂର୍ବରୁ ସେ ଗଳା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ବାସ୍ଥବ୍ୟସ୍ଥାରେ କୌଣସି ସୁଧାର ହୋଇନଥଲା ଯାହାଦ୍ବାରା ତାଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ପୁରା ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ସେହିପରି ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି ଲେଖିଛନ୍ତି, ‘ସୁପ୍ରସିଦ୍ଧ ସଙ୍ଗୀତକାର ଖୟ୍ୟାମ ସାହେବଙ୍କ ନିଧନରେ ବହୁତ ଦୁଃଖ ଲାଗୁଛି । ସେ ନିଜର ଯାଦୁଭରା ଧୁନ ଜରିଆରେ ଅଗଣିତ ଗୀତକୁ ଅମର ବନାଇ ଦେଇଥିଲେ । ତାଙ୍କ ଶାନଦାର ଯୋଗଦାନ ପାଇଁ କଳା ଜଗତ ସବୁବେଳେ ତାଙ୍କର ଋଣି ରହିବ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପିରବାର ସହ ମୋର ସମ୍ବେଦନା ରହିଅଛି ।’

ପ୍ରକାଶ ଥାଉକି ‘ଫୁଟପାଥ’, ‘ଫିର ସୁବହ ହୋଗୀ’, ‘ସୋଲା ଔର ଶବନମ’, ‘କଭି କଭି’, ‘ତ୍ରିଶୁଳ’, ‘ଖାନଦାନ’, ‘ନୂରୀ’, ‘ବାଜାର’, ‘ଉମରାଓ ଜାନ’, ‘ରାଜିୟା ସୁଲତାନ’, ‘ଆହିସ୍ତା ଆହିସ୍ତା’ ଏବଂ ‘ଦର୍ଦ’ ଭଳି ଅନେକ ଫିଲ୍ମରେ ତାଙ୍କ ଯାଦୁ ଭରା ଗୀତ ଶୁଣିବାକୁ ମିଳିସାରିଛି ।

Intro:Body:

dfadf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.