ETV Bharat / sitara

ମୁମ୍ବାଇ ପୋଲିସର ସୁରକ୍ଷା ଲୋଡିଲେ ବିବେକ

ଅଭିନେତା ବିବେକ ଓବରୟଙ୍କୁ ସୁରକ୍ଷା ଦେଇଛି ମୁମ୍ବାଇ ପୋଲିସ । ବିବାଦୀୟ ମିମି ସେୟାର ପରେ ଅଡୁଆରେ ଫସିଛନ୍ତି ।

author img

By

Published : May 23, 2019, 2:00 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଐଶଙ୍କ ବିଷୟରେ ବିବାଦୀୟ ମିମି ସେୟାର କରି ଅଡୁଆରେ ପଡିଯାଇଛନ୍ତି ଅଭିନେତା ବିବେକ ଓବରୟ । ସୋସିଆଲ ମିଡିଆରେ ଏହା ଭାଇରାଲ ହେବା କାରଣରୁ ବିବେକଙ୍କୁ ଅନେକ ଧମକ ମିଳୁଛି । ଫଳରେ ତାଙ୍କୁ ପୋଲିସର ସହାୟତା ନେବାକୁ ପଡିଛି ।

ମୁମ୍ବାଇ ଜୁହୁ ପୋଲିସ ବିବେକଙ୍କୁ ସୁରକ୍ଷା ପ୍ରଦାନ କରିଛି । ତେବେ ପ୍ରକାଶ ଥାଉକି କିଛି ଦିନ ତଳେ ବିବେକ ଓପିନିଅନ ପୋଲ, ଏଗଜିଟ ପୋଲ ଓ ରେଜଲ୍ଟକୁ ନେଇ ତିଆରି ହୋଇଥିବା ନିର୍ବାଚନୀ ମିମିକୁ ଟ୍ବିଟରରେ ସେୟାର କରିଥିଲେ ।

mumbai police
ଫଟୋ ସୌଜନ୍ୟ: ଏ ଏନ ଆଇ

ଏହାପରେ ବିବେକଙ୍କୁ ଶୁଣିବାକୁ ମିଳିଲା ଅନେକ କଥା । ବଲିଉଡ କଳାକାରଙ୍କଠୁ ଆରମ୍ଭ କରି ସାଧାରଣ ୟୁଜର୍ସ ପର୍ଯ୍ୟନ୍ତ ବିବେକଙ୍କୁ ନାନା କଥା କହିଥିଲେ । ପରେ ବିବେକ ଏଥିପାଇଁ କ୍ଷମା ମାଗି ପୋଷ୍ଟ ଡିଲିଟ କରିଦେଇଥିଲେ ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.