ETV Bharat / sitara

ମୌନୀଙ୍କ ବିକିନି ଫଟୋରେ ଦିୱାନା ଫ୍ୟାନ୍ସ - ମୌନୀଙ୍କ ବିକିନି ଫଟୋରେ ଦିୱାନା ଫ୍ୟାନ୍ସ

ଭାଇରାଲ ହେଲା ମୌନୀଙ୍କ ନୂଆ ଫଟୋ । ଏଥର ସେ ହ୍ବାଇଟ ବିକିନି ଫଟୋରେ ଉଡାଇଛନ୍ତି ସମସ୍ତଙ୍କ ହୋସ । ଅଧିକ ପଢନ୍ତୁ...

mouni-roy-shared-some-stunning-pictures-of-herself-chilling-in-a-pool
ମୌନୀଙ୍କ ବିକିନି ଫଟୋରେ ଦିୱାନା ଫ୍ୟାନ୍ସ
author img

By

Published : Jan 30, 2021, 9:43 PM IST

ନୂଆଦିଲ୍ଲୀ: ଟିଭିରୁ ନେଇ ବଲିଉଡରେ ଚହଳ ସୃଷ୍ଟି କରିଥିବା ମୌନୀ ରୟ ଯେବେ ମଧ୍ୟ ନିଜର କୌଣସି ଫଟୋ ପୋଷ୍ଟ କରନ୍ତି ତେବେ ତାହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଦିଏ । ଏଥର ମଧ୍ୟ ଏମିତି ଦେଖିବାକୁ ମିଳୁଛି । କାରଣ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ହ୍ବାଇଟ ବିକିନି ଅବତାର ।

ଆଜ୍ଞା ହଁ,ମୌନୀ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ସେ ସୁଇମିଂ ପୁଲରେ ହ୍ବାଇଟ ବିକିନି ପିନ୍ଧି ଆରାମ କରୁଥିବାର ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସ କହୁଛନ୍ତି ବାଃ ବାଃ ।

ମୌନୀଙ୍କ ଏହି ଫଟୋଗୁଡ଼ିକ ଦେଖି ପ୍ରଶଂସକମାନେ ଦିୱାନା ହୋଇଯାଉଛନ୍ତି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ମୌନୀ ଫିଲ୍ମ 'ବ୍ରହ୍ମାସ୍ତ୍ର' ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ମୌନୀଙ୍କ ସହ ଆଲିଆ ଭଟ୍ଟ, ରଣବୀର କପୁର ଏବଂ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.