ETV Bharat / sitara

39 ବର୍ଷରେ ‘ୱାରଦାତ’, ଜେମ୍ସ ବଣ୍ଡଙ୍କଠୁ ମିଥୁନଙ୍କୁ ମିଳିଥିଲା ପ୍ରଶଂସା - ଫେମସ ସିରିଜ ‘ଜେମ୍ସ ବଣ୍ଡ’ ଫିଲ୍ମ ‘ଅକ୍ଟୋପସି’

ଆଜିଠୁ ଠିକ୍ 39 ବର୍ଷ ପୂର୍ବରେ ରିଲିଜ ହୋଇଥିଲା ମିଥୁନ ଚକ୍ରବର୍ତ୍ତୀଙ୍କ ଚର୍ଚ୍ଚିତ ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Apr 25, 2020, 12:26 AM IST

ମୁମ୍ବାଇ: ମିଥୁନଙ୍କ ଅର୍ଥ କଣ, ସେହିମାନଙ୍କୁ ପଚାର ଯେଉଁମାନେ 40 ବର୍ଷ ପୂର୍ବେ ସିନେମା ଦେଖିବାକୁ ଯୋଗ୍ୟ ହୋଇଥିଲେ । ସୁପରଷ୍ଟାର ରାଜେଶ ଖାନ୍ନା ଓ ଅମିତାଭ ବଚ୍ଚନଙ୍କ ପରେ ଯଦି କୌଣସି ଅଭିନେତାଙ୍କ ହେୟାର ଷ୍ଟାଇଲକୁ ଦର୍ଶକଙ୍କ ମାନେ ଆପଣାଉଥିଲେ ତାହାଲେ ସେ ଡିସ୍କୋ ଡାନ୍ସର ମିଥୁନ ଚକ୍ରବର୍ତ୍ତୀ ଥିଲେ । ତାଙ୍କ ଭଳି ରାଉଣ୍ଡ ନେକ ସର୍ଟ ଓ ଆଉ ବେଲ ବଟମ ପ୍ୟାଣ୍ଟ ଷ୍ଟାଇଲକୁ ଆଜି ମଧ୍ୟ କେହି କେହି କପି କରୁଛନ୍ତି । ଇତିମଧ୍ୟରେ ତାଙ୍କ ଅଭିନୀତ ଫିଲ୍ମ ‘ୱାରଦାତ’କୁ 39 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଜାଣିବା ଫିଲ୍ମକୁ ନେଇ କିଛି ଖାସ୍ କଥା...

80 ଦଶକରେ ମିଥୁନ ଥିଲେ ଗରିବ ନିର୍ଦ୍ଦେଶକଙ୍କ ଅମିତାଭ ବଚ୍ଚନ । ସେହି ସମୟରେ ତାଙ୍କ ଉପରେ ଭଗବାନଙ୍କ ଦୟା ଦେଖିବାକୁ ମିଳିଥିଲା । ତାଙ୍କ ପପୁଲାର ଗୀତ ‘ଜିମି ଜିମି, ଆଜା ଆଜା’ ବାକିଥିଲା । ରାଜ କପୁରଙ୍କ ଫିଲ୍ମ ପରେ ରୁଷରେ ଡିସ୍କୋ ଡାନ୍ସରଙ୍କ ଯୁଗ ଆସିବା ବାକିଥିଲା। ‘ଡିସ୍କୋ ଡାନ୍ସର’ର ରିଲିଜର ଅନେକ ବର୍ଷ ପୂର୍ବରୁ ରିଲିଜ ହୋଇଥିଲା ତାଙ୍କ ଅଭିନୀତ ଫିଲ୍ମ ‘ୱାରଦାତ: ଗନ ମାଷ୍ଟର ଜି-9’। ଶୁକ୍ରବାର ଏହି ଫିଲ୍ମକୁ 39 ବର୍ଷ ପୂରଣ ହୋଇଛି ।

1981 ଏପ୍ରିଲ 24ରେ ରିଲିଜ ହୋଇଥିବା ଏହି ସ୍ପାଇ ଥ୍ରିଲର ଫିଲ୍ମରେ ମିଥୁନଙ୍କ ସହ କାଜଲ କିରଣ, ଶକ୍ତି କପୁର, କଳ୍ପନା ଆୟର ଭଳି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ମିଥୁନଙ୍କ ଫିଲ୍ମ ‘ସୁରକ୍ଷା’ର ସିକ୍ବେଲ ଥିଲା ‘ୱାରଦାତ’।

ସେହିପରି ଫିଲ୍ମ ‘ସୁରକ୍ଷା’ରୁ ମିଥୁନଙ୍କୁ କମର୍ଶିଆଲ ସିନେମାରେ ନିଜ ସ୍ଥାନ ପକ୍କା କରିବାକୁ ସୁଯୋଗ ମିଳିଥିଲା । ସବୁଠାରୁ ମଜାଦାର କଥା ହେଲା ଯେ ‘ୱାରଦାତ’ ଫିଲ୍ମ ଯେବେ ରିଲିଜ ହୋଇଥିଲା ସେହି ସମୟରେ ହଲିଉଡର ଫେମସ ଫିଲ୍ମ ‘ଜେମ୍ସ ବଣ୍ଡ’ ଅନ୍ୟ ସିରିଜ ‘ଅକ୍ଟୋପସି’ର ସୁଟିଂ ଭାରତରେ ଚାଲିଥିଲା । ଆଉ ଏକଦା ସାକ୍ଷାତକାରରେ ‘ଜେମ୍ସ ବଣ୍ଡ’ ଆକ୍ଟର ରେଜର ମୁର, ମିଥୁନଙ୍କୁ ଭାରତୀୟ ଜେମ୍ସ ବଣ୍ଡ କହି ସମ୍ବୋଧିତ କରିଥିଲେ। ଆଉ ତାଙ୍କଠୁ ମିଥୁନ ଅଧିକ ହ୍ୟାଣ୍ଡସମ ଲାଗୁଛନ୍ତି ବୋଲି ମଧ୍ୟ କହିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.