ETV Bharat / sitara

ବଢିଲା ‘ମିର୍ଜାପୁର 2’ର ସମସ୍ୟା, ଅଭିଯୋଗ ଆଣିଲେ ସାଂସଦ ଅନୁପ୍ରିୟା

author img

By

Published : Oct 24, 2020, 5:29 PM IST

ମିର୍ଜାପୁର ସାଂସଦ ଅନୁପ୍ରିୟା ଟ୍ବିଟ କରି ୱେବ ସିରିଜ ‘ମିର୍ଜାପୁର 2’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପିଏମକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ରିଲିଜ ହୋଇଯାଇଛି ପପୁଲାର ୱେବ ସିରିଜ ‘ମିର୍ଜାପୁର 2’ ଆମାଜନ ପ୍ରାଇମ ଭିଡିଓରେ । ଆଉ ରିଲିଜ ହେବା ମାତ୍ରେ ଦର୍ଶକଙ୍କୁ ଦିୱାନା କରିଛି ସିରିଜ । ଦୀର୍ଘ ସମୟରୁ ଏହାକୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ସମସ୍ତେ । ହେଲେ ଇତିମଧ୍ୟରେ ମେକର୍ସଙ୍କ ପାଇଁ ନୂଆ ସମସ୍ୟା ଉପୁଜିଛି । ଯାହାଦ୍ବାରା ମେକର୍ସଙ୍କୁ ବଡ ଝଟକା ଲାଗିବାର ଆଶଙ୍କା ଅଛି ।

  • माननीय प्रधानमंत्री @narendramodi जी एवं माननीय मुख्यमंत्री @myogiadityanath जी के नेतृत्व में मिर्ज़ापुर विकासरत है।यह समरसता का केंद्र है। मिर्ज़ापुर नामक Webseries के ज़रिए इसे हिंसक इलाक़ा बताकर बदनाम किया जा रहा है।इस सीरीज़ के माध्यम से जातीय वैमनस्य भी फैलाया जा रहा है।1/2

    — Anupriya Patel (@AnupriyaSPatel) October 24, 2020 " class="align-text-top noRightClick twitterSection" data=" ">

କଥାଟି ହେଲା ଯେ ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ସାଂସଦ ଓ ପାର୍ଟି ଏସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅନୁପ୍ରିୟା ପଟେଲ ସିରିଜ ବିରୋଧରେ ଯାଞ୍ଚ କରିବାର ଦାବି କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସିରିଜ ବିରୋଧରେ ଏକ ଟ୍ବିଟ ଟ୍ୟାଗ କରିଛନ୍ତି।

ଆଉ ଯେଉଁଥିରେ ଲେଖିଛନ୍ତି, ‘ମିର୍ଜାପୁର ୱେବ ସିରିଜ ମାଧ୍ୟମରେ ଏହାକୁ ଏକ ହିଂସାତ୍ମକ କ୍ଷେତ୍ର ଭାବରେ ବଦନାମ କରାଯାଉଛି | ଏହି ଶୃଙ୍ଖଳା ମାଧ୍ୟମରେ ଜାତିଗତ ଅସହଯୋଗ ମଧ୍ୟ ବ୍ୟାପୁଛି। ମିର୍ଜାପୁର ଜିଲ୍ଲାର ସାଂସଦ ହୋଇଥିବାରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମୁଁ ଦାବି କରୁଛି। ପିଏମ ଏବଂ ସିଏମଙ୍କ ନେତୃତ୍ବରେ ମିର୍ଜାପୁର ବିକାଶରେ ଅଛି ଏବଂ ଏହା ସାମାଜିକ ସମନ୍ବୟର କେନ୍ଦ୍ର ଅଟେ।’

  • मिर्ज़ापुर ज़िले की सांसद होने के नाते मेरी माँग है कि इसकी जाँच होनी चाहिए और इसके विरुद्ध कार्यवाही होनी चाहिए @PrakashJavdekar @narendramodi @myogiadityanath
    2/2

ପ୍ରକାଶ ଥାଉକି ‘ମିର୍ଜାପୁର 2’ ଶୁକ୍ରବାର ରିଲିଜ ହେବାର ଥିଲା ହେଲେ ମେକର୍ସ ଏହାର କିଛି ଘଣ୍ଟା ପୂର୍ବରୁ ତଥା ଗୁରୁବାର ବିଳମ୍ବିତ ରାତିରେ ରିଲିଜ କରିଥିଲେ । ଏହି ଲୋକପ୍ରିୟ ସିରିଜରେ ପଙ୍କଜ ତ୍ରିପାଠୀ, ଅଲ୍ଲୀ ଫଜଲ, ଦିବ୍ୟେନ୍ଦୁ ଶର୍ମା, ଶ୍ବେତା ତ୍ରିପାଠୀ, ରସିକା ଦୁଗଲ ଭଳି କଳାକାର ଶାନଦାର ଅଭିନୟ କରିଛନ୍ତି । ଏହାର ପ୍ରଥମ ସିଜନ ମିର୍ଜାପୁର ମଧ୍ୟ ହିଟ୍ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.