ETV Bharat / sitara

ବିକ୍ରାନ୍ତ ମେସୀଙ୍କୁ କୋରୋନା

ଆଉ ଜଣେ ସେଲିବ୍ରିଟିଙ୍କ କୋରୋନା ସଂକ୍ରିମିତ ହେବ ଖବର ବର୍ତ୍ତମାନ ଚର୍ଚ୍ଚାରେ । ଏଥର କୋରୋନା କବଳରେ ବିକ୍ରାନ୍ତ ମେସୀ । ଅଧିକ ପଢନ୍ତୁ...

mirzapur-actor-vikrant-massey-tests-positive-for-covid19
ବିକ୍ରାନ୍ତ ମାସେଙ୍କୁ କୋରୋନା
author img

By

Published : Mar 28, 2021, 8:53 PM IST

ନୂଆଦିଲ୍ଲୀ: ଏବେ ଆଉ ଜଣେ ସେଲିବ୍ରିଟିଙ୍କ କୋରୋନା ସଂକ୍ରମିତ ଖବର ଚର୍ଚ୍ଚାରେ । ଏଥର କୋରୋନା କବଳରେ ଅଭିନେତା ବିକ୍ରାନ୍ତ ମେସୀ ।

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଛପାକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବିକ୍ରାନ୍ତ ମେସୀ କୋରୋନା ସଂକ୍ରିମିତ ବାହାରିଛନ୍ତି । ତାଙ୍କ ପୂର୍ବରୁ ଆମୀର ଖାନ, କାର୍ତ୍ତିକ ଆର୍ଯ୍ୟନ, ରଣବୀର କପୁରଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା କଥା ଚର୍ଚ୍ଚାରେ ଥିଲା ।

କୋରନୋ ସଂକ୍ରିମିତ ହେବା ସୂଚନା ବିକ୍ରାନ୍ତ ଇନଷ୍ଟାଗ୍ରାମରେ ଦେଇ ଜଣାଇଛନ୍ତି, ‘ ହାଲୋ... ମୁଁ କୋରୋନା ପଜିଟିଭ । କ୍ବାରେଣ୍ଟାଇନରେ ଅଛି । ମୁଁ ଔଷଧ ଖାଉଛି ଏବଂ ମୁଁ ମୋର ଯତ୍ନ ମଧ୍ୟ ନେଉଛି । ଏହା ବ୍ୟତୀତ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ଯିଏ ଏହି ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିଲ, ସମସ୍ତେ ନିଜର କୋରୋନା ଟେଷ୍ଟ କରନ୍ତୁ’ ।

ବିକ୍ରାନ୍ତଙ୍କୁ ୱେବ୍ ସିରିଜ୍ ମିର୍ଜାପୁରରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଥିପାଇଁ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.