ETV Bharat / sitara

ମିଲିନ୍ଦଙ୍କ ପରି ଫିଟନେସ ଫ୍ରିକ୍ 81 ବର୍ଷିୟ ମା'

author img

By

Published : Jul 6, 2020, 7:27 PM IST

ଭାଇରାଲ ହେଲା ମିଲିନ୍ଦ ସୁମନଙ୍କ ନୂଆ ପୋଷ୍ଟ । ଯାହା ସେ ମା'ଙ୍କ ଜନ୍ମଦିନରେ ସେୟାର କରି ଖାସ୍ କଥା କହିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୁମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୁମନ

ମୁମ୍ବାଇ: ବଲିଉଡର ଫିଟନେସ ଆଇକନ ଅଭିନେତା ମିଲିନ୍ଦ ସୋମନ ସବୁବେଳେ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କୁ ଦେଖି ଯୁବପିଢି ପ୍ରେରଣା ପାଆନ୍ତି । କେବଳ ସେ ନୁହେଁ ତାଙ୍କ ପୁରା ପରିବାର ଫିଟନେସ ଫ୍ରିକ୍ । ଏହି କଥା ଆମେ କହୁନାହୁଁ, ଯାହା ଦେଖିବାକୁ ମିଳୁଛି ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ । କାରଣ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ତାଙ୍କ ମା' 81 ବର୍ଷ ବୟସରେ ଏମିତି ୱାର୍କଆଉଟ କରୁଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ।

ମିଲିନ୍ଦ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ନିଜର ଫିଟନେସ ଭିଡିଓ ଫ୍ୟାନ୍ସଙ୍କ ପାଇଁ ସେୟାର କରନ୍ତି । ହେଲେ ଏଥର ସେ ନିଜର ନୁହେଁ ମା'ଙ୍କ ୱାର୍କଆଉଟ ଭିଡିଓ ସେୟାର କରି ଚର୍ଚ୍ଚାରେ । ସେ ଏହି ଭିଡିଓ ମା'ଙ୍କ ଜନ୍ମଦିନରେ ସେୟାର କରିଥିଲେ ।

ଭିଡିଓରେ ଦେଖିବାକୁ ମିଳୁଛି ଯେ କିପରି ମିଲିନ୍ଦଙ୍କ ମା' ପୁଶ ଅପ୍ସ ମାରୁଛନ୍ତି । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଜୁଲାଇ 3 2020 । ଲକଡାଉନରେ ଜନ୍ମଦିନ ସହ 81 ବର୍ଷ ପାଳନ କରାଯାଇଛି । 15 ପୁଶ ଅପ୍ସ ସହ ପାର୍ଟି ଓ ଗୁଡ ୱନୀଲା ବାଦାମ କେକ । ଯାହାକୁ ଅଙ୍କିତା ତିଆରି କରିଛନ୍ତି । ସବୁବେଳେ ହସୁଥାଆନ୍ତୁ ।’ ଏଯାବତ ଏହି ଭିଡିଓକୁ 1 ଲକ୍ଷ 33 ହଜାର ଫଲୋଅର୍ସ ଦେଖିସାରିଲେଣି । ଆପଣ ବି ଦେଖନ୍ତୁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.