ETV Bharat / sitara

ଅମିତାଭଙ୍କ ନାତୁଣୀ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମିଜାନ

author img

By

Published : Jun 11, 2019, 11:11 AM IST

ଖୁବ ଶୀଘ୍ର ବଲିଉଡକୁ ଡେବ୍ୟୁ କରିବେ ଜାଭେଦ ଜାଫ୍ରୀଙ୍କ ପୁଅ ମିଜାନ । ତେବେ ନିଜ ରିଲେସନକୁ ସ୍ପଷ୍ଟ କରିଛନ୍ତି ମିଜାନ । ଅମିତାଭଙ୍କ ନାତୁଣୀଙ୍କୁ କେବଳ ଭଲ ସାଙ୍ଗ ବୋଲି କହିଛନ୍ତି ଜାଭେଦଙ୍କ ପୁଅ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/meezaanj

ହାଇଦ୍ରାବାଦ: ବି-ଟାଉନରେ ଷ୍ଟାରକିଡ ଭିତରେ ଏବେ ସାମିଲ ହୋଇଛନ୍ତି ଅମିତାଭଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା । ଶ୍ବେତା ବଚ୍ଚନଙ୍କ ଝିଅ ନବ୍ୟା ଫିଲ୍ କ୍ୟାରିୟରଠୁ ଦୂରରେ ଥିଲେ ମଧ୍ୟ ସବୁବେଳେ ସେଲିବ୍ରିଟି କିଡଙ୍କ ସହ ନଜର ଆସନ୍ତି । କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଜାଭେଦ ଜାଫ୍ରୀ ଙ୍କ ପୁଅଙ୍କ ସହ ନବ୍ୟାଙ୍କ ସମ୍ପର୍କ ରହିଛି ମାତ୍ର ଏନେଇ ସ୍ପଷ୍ଟ କରିଛନ୍ତି ମିଜାନ ।

meezaan
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନିକଟରେ ଏକ ସାକ୍ଷାତକାରରେ ମିଜାନ କହିଛନ୍ତି, ‘ନବ୍ୟା ମୋ ଭଉଣୀର ବେଷ୍ଟ ଫ୍ରେଣ୍ଡ ଏ ମୋର ବି ଭଲ ସାଙ୍ଗ । ମୁଁ ଏବେ କାହା ସହ ରିଲେସନରେ ନାହିଁ ’ । ପ୍ରକାଶଥାଉକି, 2017ରେ ଦୁଇଜଣଙ୍କୁ ଏକାଠି ଦେଖାଯାଇଥିଲା । ଏହାସହ ଅନେକ ଯାଗାରେ ମଧ୍ୟ ଦୁହିଁଙ୍କୁ ଏକାଠି ସ୍ପଟ କରାଯାଇଛି ।

ମିଜାନ ଏବେ ଫିଲ୍ମ ‘ମଲାଲ’ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି । ତାଙ୍କ ସହ ନଜର ଆସିବେ ସଞ୍ଜୟ ଲୀଲା ଭଂସାଲିଙ୍କ ଭାଣିଜୀ ଶର୍ମିନ ସେହଗଲ । ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି । ଫିଲ୍ମଟି 5 ଜୁଲାଇରେ ରିଲିଜ ହେବ ।

Intro:Body:

htrj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.