ETV Bharat / sitara

ଶାହିଦଙ୍କୁ କପି କଲେ ମୀରା

ମୀରା ଓ ଶାହିଦଙ୍କ ସାଇଡ୍ ଫଟୋ ବର୍ତ୍ତମାନ ଚର୍ଚ୍ଚାରେ । ଏହି କପଲ ଅବିକଳ ପୋଜରେ ସେୟାର କରିଛନ୍ତି ନିଜ ନିଜ ଫଟୋ । ଅଧିକ ପଢନ୍ତୁ...

author img

By

Published : Dec 23, 2020, 10:33 AM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କ୍ୟୁଟ ଆକ୍ଟର ଶାହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରି ଫ୍ୟାନ୍ସଙ୍କୁ ଖୁସ୍ କରିଦିଅନ୍ତି । ହେଲେ ଏଥର ମଜାଦାର କଥା ହେଲା ଯେ ପତି-ପତ୍ନୀ ସେମ ପୋଜରେ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ । ସ୍ବାମୀଙ୍କୁ କପି କରିଥିବାର ନଜର ଆସିଛନ୍ତି ମୀରା । ପ୍ରଥମେ ଶାହିଦ ପୋଷ୍ଟ କରିଥିଲେ ନିଜ ଫଟୋ । ଆଉ ଏହାପରେ ମୀରା ମଧ୍ୟ ଅବିକଳ ପୋଜରେ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ କରିଦେଇଛନ୍ତି ।

ଶାହିଦ ସେୟାର କରିଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ସେ ମିରର ସାମ୍ନାରେ ଠିଆ ହୋଇ ହାତରେ ମୋବାଇଲ ଧରି ସାଇଡ୍‌କୁ ଚାହିଁଥିବାର । ତାଙ୍କ ମୁଁଣ୍ଡରେ ଟୋପି ମଧ୍ୟ ନଜର ଆସୁଛି । ଏହି ଫଟୋକୁ ତାଙ୍କ ପ୍ରଶଂସକ ତଥା ଇଣ୍ଡଷ୍ଟ୍ରିରେ ଥିବା ସାଙ୍ଗମାନେ ଖୁବ୍ ପ୍ରଶଂସା କରିଥିଲେ । ହ୍ରିତିକ ରୋଶନ ଏହି ପୋଷ୍ଟରେ କମେଣ୍ଟ କରି କହିଥିଲେ ଯେ ‘100’ ସିଦ୍ଧାନ୍ତ ଚତୁର୍ବେଦୀ ନିଆଁର ଇମୋଜି କମେଣ୍ଟରେ ଦେଇଥିବାବେଳେ କୁନାଲ କେମୁ ତାଙ୍କ ଫଟୋକୁ ‘କଡକ’ କହି ପ୍ରଶଂସା କରିଛନ୍ତି ।

ଶାହିଦ ଫଟୋ ଭାଇରାଲ ହେବାର କିଛି ଘଣ୍ଟା ପରେ ମୀରା ମଧ୍ୟ ସାଇଡ ପୋଜ ଦେଇ ଏକ ମୋନୋକ୍ରୋମ ସେଲ୍ଫି ସେୟାର କରିଥିଲେ । ସେ ସ୍ବିଟସର୍ଟ ପିନ୍ଧିଥିବାର ଫଟୋରେ ନଜର ଆସୁଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଥିଲେ, ‘ଡିଟ୍ଟୋ ଶାହିଦ କପୁର ।’ ଆପଣ ବି ଦେଖନ୍ତୁ ଦୁଇଜଣଙ୍କ ଏହି ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.