ETV Bharat / sitara

ନିରାମିଷାସୀ ପାଇଁ ମାନୁଷୀଙ୍କୁ 'ହଟେଷ୍ଟ ଭେଜିଟେରିୟାନ୍' ଆୱାର୍ଡ - 'ହଟେଷ୍ଟ ଭେଜିଟେରିୟନ୍' ଆୱାର୍ଡ

ପେଟା ମାନୁଷୀଙ୍କୁ ଭାରତର 'ହଟେଷ୍ଟ ଭେଜିଟେରିୟାନ୍ ଅଫ୍ 2019' ଭାବେ ମନୋନୀତ କରିଛି । ଅଧିକ ପଢନ୍ତୁ...

ନିରାମିଷ ପାଇଁ ମାନୁଷୀଙ୍କୁ 'ହଟେଷ୍ଟ ଭେଜିଟେରିୟନ୍' ଆୱାର୍ଡ

author img

By

Published : Dec 18, 2019, 12:59 PM IST

ମୁମ୍ବାଇ: ମିସ ୱାର୍ଲ୍ଡ 2017 ମାନୁଷୀ ଚିଲ୍ଲର । ନିଜର ବୋଲ୍ଡ ଲୁକ୍ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ମାତ୍ର ବର୍ତ୍ତମାନ ସେ ନିଜର ଖାଇବାର ସ୍ବଭାବକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ପେଟା ମାନୁଷୀଙ୍କୁ ଭାରତର 'ହଟେଷ୍ଟ ଭେଜିଟେରିୟାନ୍ ଅଫ୍ 2019' ଭାବେ ମନୋନୀତ କରିଛି ।

ମାନୁଷୀଙ୍କ ବ୍ୟତୀତ ଭାରତୀୟ ରାଷ୍ଟ୍ରୀୟ ଫୁଟବଲ୍ ଟିମ୍‌ର କ୍ୟାପ୍ଟେନ ସୁନୀଲ ଛେତ୍ରୀଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ପେଟା ଇଣ୍ଡିଆର କହିବା ଅନୁସାରେ, ମାନୁଷୀ ଏବଂ ସୁନୀଲ ନିଜ ଖାଦ୍ୟରୁ ଏହା ପ୍ରମାଣିତ କରିଛନ୍ତି ଯେ, ନିରାମିଷ(ଭେଜ୍) ଖାଇବା ସ୍ବାସ୍ଥ୍ୟପାଇଁ କେତେ ହିତକର । ପେଟା ଇଣ୍ଡିଆ ଏ ଦୁହିଁଙ୍କୁ ଆନିମଲ୍ ଫ୍ରେଣ୍ଡଲି ହୋଇଥିବା ହେତୁ ସମ୍ମାନିତ କରୁଛି ।

ଏଠାରେ ସୂଚନାଯୋଗ୍ୟ, ଗତବର୍ଷ ଅନୁଷ୍କା ଶର୍ମା ଏବଂ କାର୍ତ୍ତୀକ ଆର୍ଯ୍ୟନଙ୍କୁ ପେଟା ପକ୍ଷରୁ ଇଣ୍ଡିଆଜ ହଟେଷ୍ଟ ଭେଜିଟେରିୟାନ୍ ଭାବେ ଘୋଷିତ କରାଯାଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.