ETV Bharat / sitara

ସନି ଡେଜ୍ କୁ ମିସ କରୁଛନ୍ତି ମଲ୍ଲିକା ସେରାୱତ

ନିକଟରେ ମଲ୍ଲିକା ସେରାୱତ ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ପ୍ରତ୍ୟେକ ଦିନ ବର୍ଷର ସର୍ବୋତ୍ତମ ଦିନ । # ସୁନ୍ଦର # ଦିନ । ମିସିଙ୍ଗ ଦ ସନି ଡେଜ୍ ।

author img

By

Published : Aug 8, 2020, 5:55 PM IST

mallika sherawat is missing the sunny days
ସନି ଡେଜ୍ କୁ ମିସ କରୁଛନ୍ତି ମଲ୍ଲିକା ଶେରାୱତ

ନୂଆଦିଲ୍ଲୀ: ଲକଡାଉନ ସମୟରେ ବଲିଉଡର ସେକ୍ସୀ ଅଭିନେତ୍ରୀ ମଲ୍ଲିକା ସେରାୱତ ଘରେ ପରିବାରଙ୍କ ସହିତ ସମୟ ବିତାଉଛନ୍ତି । କିନ୍ତୁ ମଲ୍ଲିକା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ସେ ତାଙ୍କର ଓ୍ବାର୍କଆଉଟ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କ ସହିତ ଜଡିତ ଅଛନ୍ତି ।

ମର୍ଡର ଅଭିନେତ୍ରୀ ନିକଟରେ ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ପ୍ରତ୍ୟେକ ଦିନ ବର୍ଷର ସର୍ବୋତ୍ତମ ଦିନ । # ସୁନ୍ଦର # ଦିନ । ମିସିଙ୍ଗ ଦ ସନି ଡେଜ୍ ।

ମଲ୍ଲିକା ଆଜିକାଲି ସିନେମାରୁ ଦୂରରେ ଅଛନ୍ତି ।

ଏହାପୂର୍ବରୁ ମଲ୍ଲିକା ତାଙ୍କ ଓ୍ବାର୍କଆଉଟ ସମୟର ଏକ ଭିଡିଓ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଭିଡିଓର କ୍ୟାପସନରେ ମଲ୍ଲିକା ଲେଖିଥିଲେ, ନିଜ ଶରୀରକୁ ଚ୍ୟାଲେଞ୍ଜ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.