ETV Bharat / sitara

ଅର୍ଜୁନଙ୍କ ପରେ ମଲାଇକା କୋରୋନା ପଜିଟିଭ - malaika arora test positive

ଅଭିନେତା ଅର୍ଜୁନ କପୁରଙ୍କ ପରେ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏହାର ସୂଚନା ଅଭିନେତ୍ରୀଙ୍କ ଭଉଣୀ ଅମୃତା ଆରୋରା ଦେଇଛନ୍ତି। ଏହାର କିଛି ସମୟ ପୂର୍ବରୁ ଅର୍ଜୁନ କପୁର ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ତାଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

malaika arora test positive for corona after arjun kapoor
ଅର୍ଜୁନଙ୍କ ପରେ ମଲାଇକା କରୋନା ପଜିଟିଭ
author img

By

Published : Sep 6, 2020, 7:02 PM IST

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ମଲାଇକା ଅରୋରା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାର ସୂଚନା ଅଭିନେତ୍ରୀଙ୍କ ଭଉଣୀ ଅମୃତା ଆରୋରା ସେୟାର କରିଛନ୍ତି।

ଏହାର କିଛି ସମୟ ପୂର୍ବରୁ ଅର୍ଜୁନ କପୁର ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏକ ପୋଷ୍ଟ ସେୟାର କରି ତାଙ୍କ କୋରୋନା ରିପୋର୍ଟ ପଜିଟିଭ୍ ଥିବା କହିଥିଲେ ।

ପ୍ରକାଶ ଥାଉ କି, କୋରୋନା ସତର୍କତା ଅବଲମ୍ବନ କରି ଅନେକ ଚଳଚ୍ଚିତ୍ର ତାରକା ସେମାନଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ଏହି ତାରକାଙ୍କ ମଧ୍ୟରେ ଅର୍ଜୁନ କପୁର ମଧ୍ୟ ସାମିଲ ହୋଇଥିଲେ । ଅର୍ଜୁନ ନିଖିଲ ଆଡଭାନୀଙ୍କ ଫିଲ୍ମ ପାଇଁ ସୁଟିଂ କରୁଥିଲେ। ଅର୍ଜୁନଙ୍କ ବ୍ୟତୀତ ରକୁଲ ପ୍ରୀତ ସିଂ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.