ETV Bharat / sitara

ମଲାଇକାଙ୍କ ମର୍ଣ୍ଣିଂ ଓ୍ବାର୍କ ଫଟୋରେ ଫ୍ୟାନ୍ସଙ୍କ ମଜାଳିଆ କମେଣ୍ଟ - ମଲାଇକାଙ୍କ ମର୍ଣ୍ଣିଂ ଓ୍ବାର୍କ ଫଟୋ

ରବିବାର, ମଲାଇକା ତାଙ୍କର ଏକ ମର୍ଣ୍ଣିଂ ଓ୍ବାର୍କ ଫଟୋ ସେୟାର କରିଛନ୍ତି । ମଲାଇକା ଏହି ଫଟୋ ସେୟାର କରିବା ମାତ୍ରେ ପ୍ରଶଂସକମାନଙ୍କ ବହୁ ମଜାଳିଆ କମେଣ୍ଟ ଆସୁଛି । ଅଧିକ ପଢନ୍ତୁ...

malaika-arora-shared-her-morning-walk-photos
ମଲାଇକାଙ୍କ ମର୍ଣ୍ଣିଂ ଓ୍ବାର୍କ ଫଟୋରେ ଫ୍ୟାନ୍ସଙ୍କ ମଜାଳିଆ କମେଣ୍ଟ
author img

By

Published : Nov 15, 2020, 4:58 PM IST

ନୂଆଦିଲ୍ଲୀ: ବି-ଟାଉନର ଷ୍ଟାଇଲିସ ଡିଭା ମଲାଇକା ଅରୋରା ବଏଫ୍ରେଣ୍ତ ତଥା ଅଭିନେତା ଅର୍ଜୁନଙ୍କ ସହ ତାଙ୍କ ରିଲେସନସିପକୁ ନେଇ ଅଧିକାଂଶ ଚର୍ଚ୍ଚାରେ ରହିଆନ୍ତି । ଉଭୟେ 2018 ରେ ସେମାନଙ୍କର ରିଲେସନସିପକୁ ଅଫିସିଆଲ୍ ଘୋଷଣା କରିଥିଲେ । ସେବେଠାରୁ ସେମାନେ ପ୍ରାୟତଃ ଏକାଠି ଫଟୋ ସେୟାର କରନ୍ତି ।

ଏବେ, ମଲାଇକା ଅର୍ଜୁନଙ୍କ ସହ ହିମାଞ୍ଚଳ ପ୍ରଦେଶରେ କ୍ବାଲିଟି ଟାଇମ ବିତାଉଛନ୍ତି । ଅର୍ଜୁନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ ପାଇଁ ହିମାଚଳରେ ଅଛନ୍ତି ।

ରବିବାର ଦିନ, ମଲାଇକା ତାଙ୍କର ଏକ ମର୍ଣ୍ଣିଂ ଓ୍ବାର୍କ ଫଟୋ ସେୟାର କରିଛନ୍ତି । ଯେଉଁଠାରେ ମଲାଇକା କାଜୁଆଲ୍ ଲୁକ୍ ରେ ସକାଳେ ଚାଲୁଥିବାର ନଜର ଆସିଛନ୍ତି ।

ଫଟୋର କ୍ୟାପସନରେ ମଲାଇକା ଲେଖିଛନ୍ତି, ଯାତ୍ରା, ଶାନ୍ତ ସକାଳ ।

ମଲାଇକା ଏହି ଫଟୋ ସେୟାର କରିବା ମାତ୍ରେ ପ୍ରଶଂସକମାନଙ୍କ ବହୁ ମଜାଳିଆ କମେଣ୍ଟ ଆସୁଛି ।

ଜଣେ ୟୁର୍ଜସ ମଲାଇକାଙ୍କୁ ଅର୍ଜୁନଙ୍କ ବିଷୟରେ ପଚାରିଛନ୍ତି ।

ଏଥିସହିତ ଅନ୍ୟ ଜଣେ ୟୁର୍ଜସ କହିଛନ୍ତି ଯେ, ମଲାଇକାଙ୍କ ଏହି ଫଟୋ ଅର୍ଜୁନଙ୍କ ଦ୍ବାରା କ୍ଲିକ୍ କରାଯାଇଛି ।

ଆଉ ଜଣେ ୟୁର୍ଜସ ଲେଖିଛନ୍ତି, ଅର୍ଜୁନ ଜୀ କେଉଁଠାରେ?

ଏହି ସମୟରେ, ମଲାଇକା,ଅର୍ଜୁନ, ସୈଫ ଅଲି ଖାନ, କରୀନା କପୁର ହିମାଞ୍ଚଳରେ ଅଛନ୍ତି । ସୈଫ ଏବଂ ଅର୍ଜୁନ ଧର୍ମଶାଳାରେ ଭୁତ ପୋଲିସର ସୁଟିଂ କରୁଛନ୍ତି ।

ମଲାଇକା ଏବେ 'ଇଣ୍ତିଆଜ ବେଷ୍ଟ ଡାନ୍ସର' ଶୋ’ର ଜଜ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.