ETV Bharat / sitara

ବକ୍ସଅଫିସରେ କମାଲ କରୁଛି ମହେଶଙ୍କ ‘ମହର୍ଷି’

ଗତକାଲି ରିଲିଜ ହୋଇଥିବା ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଚର୍ଚ୍ଚିତ ଫିଲ୍ମ 'ମହର୍ଷି'ର ଓପନିଂ କଲେକ୍ସନ ତାଙ୍କ ପାଇଁ ନୂଆ ରେକର୍ଡ ସୃଷ୍ଟି କରିଛି । ଫିଲ୍ମଟି ପ୍ରଥମଦିନରେ ଆୟ କରିଛି 24.06 କୋଟି ।

author img

By

Published : May 11, 2019, 4:11 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ମହେଶ ବାବୁ

ମୁମ୍ବାଇ: ଗୁରୁବାର ରିଲିଜ ହୋଇଯାଇଛି ତେଲୁଗୁର ବହୁ ପ୍ରତିକ୍ଷିତ ଫିଲ୍ମ 'ମହର୍ଷି' । ତେଲୁଗୁ ସୁପରଷ୍ଟାର ମହେଶ ବାବୁ ପ୍ରକୃତରେ ସୁପରଷ୍ଟାର କାରଣ ତାଙ୍କର ରିଲିଜ ହୋଇଥିବା 25ତମ ଫିଲ୍ମ 'ମହର୍ଷି' ଏଯାବତ ତାଙ୍କ କ୍ୟାରିୟର ସବୁ ଠାରୁ ବଡ ଓପନିଂ ଫିଲ୍ମ ସାଜିଛି । ଏହି ଅବସରରେ ମହେଶଙ୍କ ସହ ପୁରା ଟିମ ଶାନଦାର ଓପନିଂର ସେଲିବ୍ରେଶନ କରିବାରେ ଲାଗିପଡିଛନ୍ତି ।

  • " class="align-text-top noRightClick twitterSection" data="">

ଫିଲ୍ମଟି ରିଲିଜର ପ୍ରଥମ ଦିନରେ 24.06 କୋଟି ବକ୍ସ ଅଫିସରେ ଆୟ କରିଛି । ଯାହା ମହେଶଙ୍କୁ ପୁରା ରାଷ୍ଟ୍ରର ପ୍ରଶଂସାରୁ ମିଳୁଥିବା ସମର୍ଥନକୁ ସାବ୍ୟସ୍ତ କରୁଛି । ମହେଶ ନିଜ ପରିବାର ଏବଂ ବନ୍ଧୁବାନ୍ଧକଙ୍କ ସହ 'ମହର୍ଷି'ର ସ୍ପେଶାଲ ସ୍କ୍ରିନିଂରେ ମଧ୍ୟ ସାମିଲ ହୋଇଥିଲେ ।

ଦମଦାର ଫିଲ୍ମ ପାଇଁ ପ୍ରସିଦ୍ଧ ଅଭିନେତା 'ମହର୍ଷି'ର ଟ୍ରେଲର ରିଲିଜ ପରେ ହିଁ ଚର୍ଚ୍ଚାରେ ଆସିଥିଲେ । ନିଜ ଦମଦାର ଡାଇଲଗ ସହ ସେ କେବଳ ନିଜ ପ୍ରଶଂସକଙ୍କୁ ନୁହେଁ ବଲିଉଡ ଷ୍ଟାର୍ସଙ୍କୁ ମଧ୍ୟ ନିଜର ଦିୱାନା କରିଦେଇଛନ୍ତି ।

ନିକଟରେ ମହେଶ ଭାରତର ସେହି କଳାକାରଙ୍କ ତାଲିକାରେ ସାମିଲ ହୋଇଥିଲେ, ଯାହାଙ୍କୁ ମ୍ୟାଡମ ତୁଷାଦ ମ୍ୟୁଜିୟରରେ ୱାକ୍ସ ଷ୍ଟାଚ୍ୟୁର ପ୍ରତିମା ରୂପେ ସମ୍ମାନିତ କରାଯାଇଛି । ମହମ ପ୍ରତିମୂର୍ତ୍ତୀର ଉଦଘାଟନ ହାଇଦ୍ରାବାଦରେ କରାଯାଇଥିଲା ।

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.