ହାଇଦ୍ରାବାଦ: ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ମଧୁବାଲାଙ୍କ ଡୁପଲିକେଟ୍ । ଟିକଟକରେ ପପୁଲାର ହୋଇଥିବା ପ୍ରିୟଙ୍କା କଣ୍ଡୱାଲା ଏକଦମ ମଧୁବାଲାଙ୍କ ପରି ହିଁ ଦେଖାଯାଉଛନ୍ତି । ତାଙ୍କ ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।
- " class="align-text-top noRightClick twitterSection" data="
">
ଟିକଟକରେ ମଧୁବାଲାଙ୍କ ଗୀତ ‘ହାଲ କୈସା ହେ ଜନାବ କା’,‘ଆଚ୍ଛାଜୀ ମେ ହାରୀ’,‘ଦେଖନେ ମେ ଭୋଲା ହେ’ ଆଦି ଭିଡିଓ କରି ବେଶ୍ ପପୁଲାର ହୋଇଛନ୍ତି ପ୍ରିୟଙ୍କା । ସୋସିଆଲ ମିଡିଆ ୟୁଜର୍ସ ପ୍ରିୟଙ୍କାଙ୍କୁ ଟିକଟକ ମଧୁବାଲା ବୋଲି କହିଛନ୍ତି । ଇନଷ୍ଟାଗ୍ରାମରେ ବର୍ତ୍ତମାନ 92 ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି ।
- View this post on Instagram
Haal kaisa hai apka 🥳 #madhubalajiforever #madhubala #oldmovies #bollywood
">