ETV Bharat / sitara

ସ୍ୱାମୀଙ୍କ ହେୟାର ଷ୍ଟାଇଲିଷ୍ଟ ସାଜିଲେ ଧକଧକ ଗର୍ଲ - madhuri experiments with husband

ମାଧୁରୀ ଦୀକ୍ଷିତ ନେନେ ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ୱାମୀ ଶ୍ରୀରାମ ନେନେଙ୍କ ସହ ନଜର ଆସିଛନ୍ତି । କ୍ୟାପସନରେ ମାଧୁରୀ କହିଛନ୍ତି ଯେ, ଲକଡାଉନ୍ ସମୟରେ ସେ ତାଙ୍କ ସ୍ୱାମୀଙ୍କ କେଶ ସହିତ ଏକ୍ସପେରିମେଣ୍ଟ କରିଥିଲେ, ଯାହା ବହୁତ ମଜାଦାର ଥିଲା । ଅଧିକ ପଢନ୍ତୁ...

madhuri experiments with husband hairstyle
ସ୍ୱାମୀଙ୍କର ହେୟାର ଷ୍ଟାଇଲିଷ୍ଟ ସାଜିଲେ ଧକ ଧକ ଗର୍ଲ
author img

By

Published : Jun 30, 2020, 8:11 PM IST

ମୁମ୍ବାଇ: ଲକଡାଉନରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନେନେ କହିଛନ୍ତି ଯେ, ଏହି ସମୟରେ ସେ ତାଙ୍କ ସ୍ୱାମୀ ଶ୍ରୀରାମ ନେନେଙ୍କ ହେୟାର ଷ୍ଟ୍ରେଟ କରିଛନ୍ତି ।

ମାଧୁରୀ ସୋସିଆଲ ମିଡିଆରେ ତାଙ୍କ ସ୍ୱାମୀଙ୍କ ସହ ଏକ ସେଲଫି ଫଟୋ ସେୟାର କରିଛନ୍ତି । କ୍ୟାପସନରେ ମାଧୁରୀ କହିଛନ୍ତି ଯେ, ଲକଡାଉନ୍ ସମୟରେ ସେ ତାଙ୍କ ସ୍ୱାମୀଙ୍କ କେଶ ସହିତ ଏକ୍ସପେରିମେଣ୍ଟ କରିଥିଲେ ଯାହା ବହୁତ ମଜାଦାର ଥିଲା ।

ସେଲଫିର କ୍ୟାପସନ୍ ଦେଇ ମାଧୁରୀ ଲେଖିଛନ୍ତି, ସେଲ୍ଫ -କ୍ୱାରେଣ୍ଟାଇନର 100 ତମ ଦିନ । ରାମଙ୍କ କେଶ ସହିତ ଏକ୍ସପେରିମେଣ୍ଟ କରିବାରେ ବହୁତ ମଜା ଲାଗିଥିଲା । ଏହି ଲକଡାଉନ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ।

ନିକଟରେ, ମାଧୁରୀ ତାଙ୍କ ଗୀତ 'କ୍ୟାଣ୍ଡେଲ' ରିଲିଜ୍ କରିଥିଲେ । ଏହା ହେଉଛି ତାଙ୍କର ଡେବ୍ୟୁ ଗୀତ । ଲକଡାଉନ ପରେ ମାଧୁରୀ ଡ୍ୟାନ୍ସ ରିଅଲିଟି ସୋ 'ଡ୍ୟାନ୍ସ ଦିୱାନେ'ର ସୁଟିଂ ଆରମ୍ଭ କରିବେ । ଏହି ସୋରେ ସେ ଜଣେ ଜଜ ଭୂମିକାରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.