ETV Bharat / sitara

ବୁଲିବା ଦିନ ଗୁଡିକୁ ମନେ ପକାଉଛନ୍ତି ମାଧୁରୀ

author img

By

Published : Aug 16, 2020, 10:54 PM IST

'କଲଙ୍କ' ଅଭିନେତ୍ରୀ ତାଙ୍କର ଏକ ଚମତ୍କାର ଥ୍ରୋ ବ୍ୟାକ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ମାଧୁରୀ ହଳଦିଆ ଜ୍ୟାକେଟ୍ ପିନ୍ଧି ଏକ ପାର୍କ ଭିତରରେ କ୍ୟାମେରା ଆଗରେ ପୋଜ୍ କରୁଥିବାର ନଜର ଆସିଛନ୍ତି । ଫଟୋର କ୍ୟାପନରେ ମାଧୁରୀ ଲେଖିଛନ୍ତି, ଗତ ବର୍ଷ ଏହି ଦିନ । # ଥ୍ରୋ ବ୍ୟାକ୍ # ଟ୍ରାଭେଲ ଡାଏରୀ । ଅଧିକ ପଢନ୍ତୁ...

madhuri dixit nene treats fans with throwback picture from travel diaries
ବୁଲିବା ଦିନଗୁଡିକୁ ମନେପକାଉଛନ୍ତି ମାଧୁରୀ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡର ଧକ ଧକ ଗର୍ଲ ମାଧୁରୀ ଦୀକ୍ଷିତ ବହୁତ ଆକ୍ଟିଭ ଅଛନ୍ତି । ଏହି ସମୟରେ ମାଧୁରୀ ସୋସିଆଲ ମିଡିଆରେ ପ୍ରତିଦିନ କିଛି ଥ୍ରୋବ୍ୟାକ୍ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରୁଛନ୍ତି ।

ରବିବାର ଦିନ 'କଲଙ୍କ' ଅଭିନେତ୍ରୀ ତାଙ୍କର ଏକ ଚମତ୍କାର ଥ୍ରୋ ବ୍ୟାକ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ମାଧୁରୀ ହଳଦିଆ ଜ୍ୟାକେଟ୍ ପିନ୍ଧି ଏକ ପାର୍କ ଭିତରରେ କ୍ୟାମେରା ଆଗରେ ପୋଜ୍ କରୁଥିବାର ନଜର ଆସିଛନ୍ତି ।

ଫଟୋର କ୍ୟାପନରେ ମାଧୁରୀ ଲେଖିଛନ୍ତି, ଗତ ବର୍ଷ ଏହି ଦିନ । # ଥ୍ରୋ ବ୍ୟାକ୍ # ଟ୍ରାଭେଲ ଡାଏରୀ ।

ଫଟୋ ସେୟାରିଂ ପ୍ଲାଟଫର୍ମରେ ପୋଷ୍ଟ ହେବାର11 ମିନିଟ ମଧ୍ୟରେ ଏହି ପୋଷ୍ଟରେ 26,000 ରୁ ଅଧିକ ଲାଇକ୍ ମିଳିସାରିଛି ।

ମାଧୁରୀଙ୍କ ଏହି ଫଟୋକୁ ପ୍ରଶଂସକମାନେ ପସନ୍ଦ କରିବା ସହିତ ତାଙ୍କ କ୍ୟାପସନକୁ ମଧ୍ୟ ପ୍ରଶଂସା କରୁଛନ୍ତି ।

ବର୍ତ୍ତମାନ କରୋନା ଭାଇରସ୍ ଯୋଗୁଁ ମାଧୁରୀ ନିଜ ପରିବାର ସହିତ ସମୟ କାଟୁଛନ୍ତି ।

ମାଧୁରୀ ଗତ ବର୍ଷ 'କଲଙ୍କ' ଏବଂ 'ଟୋଟାଲ ଧମାଲ'ରେ ନଜର ଆସିଥିଲେ । ମାଧୁରୀଙ୍କୁ ରିଆଲିଟି ସୋ 'ଡ୍ୟାନ୍ସ ଦିୱାନ'ର ନୂଆ ସିଜନରେ ଜଜ ରୂପେ ଦେଖିବାକୁ ମିଳିବ ।

ପ୍ରକାଶ ଥାଉକି, ମାଧୁରୀ ନିକଟରେ ତାଙ୍କ ଗୀତ 'କ୍ୟାଣ୍ଡେଲ' ରିଲିଜ୍ କରିଥିଲେ । ଯାହା ତାଙ୍କର ଡେବ୍ୟୁ ଗୀତ ଥିଲା । ଏହି ଗୀତଟି ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟିଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.