ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଇଣ୍ଡିଆ ଲକଡାଉନ୍' ଘୋଷଣା କରିଛନ୍ତି । ଲକଡାଉନ୍ ର ପ୍ରକୃତ ଘଟଣା ଉପରେ ଏହି ଫିଲ୍ମ ପ୍ରେରିତ ।
ଚଳଚ୍ଚିତ୍ର ସମାଲୋଚକ ତଥା ତରନ ଆଦର୍ଶ ସୋସିଆଲ ମିଡିଆରେ ଭଣ୍ଡାରକରଙ୍କ ଫିଲ୍ମ ବିଷୟରେ ଅପଡେଟ ଦେଇଛନ୍ତି ।
-
MADHUR BHANDARKAR ANNOUNCES NEXT FILM... IT'S OFFICIAL... #MadhurBhandarkar announces his next directorial venture... Titled #IndiaLockdown... Inspired by true events... Casting underway... Produced by Bhandarkar Entertainment and PJ Motion Pictures... Starts Jan 2021. pic.twitter.com/dFT2L1aAuP
— taran adarsh (@taran_adarsh) December 23, 2020 " class="align-text-top noRightClick twitterSection" data="
">MADHUR BHANDARKAR ANNOUNCES NEXT FILM... IT'S OFFICIAL... #MadhurBhandarkar announces his next directorial venture... Titled #IndiaLockdown... Inspired by true events... Casting underway... Produced by Bhandarkar Entertainment and PJ Motion Pictures... Starts Jan 2021. pic.twitter.com/dFT2L1aAuP
— taran adarsh (@taran_adarsh) December 23, 2020MADHUR BHANDARKAR ANNOUNCES NEXT FILM... IT'S OFFICIAL... #MadhurBhandarkar announces his next directorial venture... Titled #IndiaLockdown... Inspired by true events... Casting underway... Produced by Bhandarkar Entertainment and PJ Motion Pictures... Starts Jan 2021. pic.twitter.com/dFT2L1aAuP
— taran adarsh (@taran_adarsh) December 23, 2020
ତରନ୍ ଟ୍ବିଟ୍ କରି କହିଛନ୍ତି, 'ମଧୁର ଭଣ୍ଡାରକର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଇଣ୍ଡିଆ ଲକଡାଉନ୍' ଘୋଷଣା କରିଛନ୍ତି । ଲକଡାଉନ୍ ର ପ୍ରକୃତ ଘଟଣା ଉପରେ ଏହି ଫିଲ୍ମ ପ୍ରେରିତ । ଏହି ଚଳଚ୍ଚିତ୍ରଟି ପିଜେ ମୋସନ ପିକ୍ଚର୍ସ ଏବଂ ଭଣ୍ଡାରକର ଏଣ୍ଟରଟେନମେଣ୍ଟ ଦ୍ବାରା ନିର୍ମିତ ହେବ ।
ପ୍ରକାଶ ଥାଉ ଯେ, ଫିଲ୍ମର କାଷ୍ଟିଙ୍ଗ୍ ଚାଲିଛି ଏବଂ ଫିଲ୍ମର ସୁଟିଂ ଜାନୁଆରୀ 2021 ରେ ଆରମ୍ଭ ହୋଇପାରେ ।
ମଧୁର ଭଣ୍ଡାରକର 'ଚାନ୍ଦନୀ ବାର୍', 'ପେଜ୍ ଥ୍ରୀ', ଫ୍ୟାଶନ୍, 'ଜେଲ୍', 'ହିରୋଇନ୍', 'କ୍ୟାଲେଣ୍ଡର ଗାର୍ଲ', ଭଳି ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ