ମୁମ୍ବାଇ: ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ତାଙ୍କ ପୁଅଙ୍କ ଜୀବନୀ ଉପରେ ନିର୍ମାଣ ହୋଇଥିବା ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ । ଯାହା ଦୃଷ୍ଟିରେ ରଖି ନୋଟିସ୍ ଜାରି କରିଛନ୍ତି କୋର୍ଟ । କାରଣ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ତାଙ୍କ ଜୀବନକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି ଅନେକ ନିର୍ମାତା । ସେହିପରି ଫିଲ୍ମ ‘ନ୍ୟାୟ ଦ ଜଷ୍ଟିସ’ ଟ୍ରେଲରରେ ସୁଶାନ୍ତଙ୍କ ମୃତ୍ୟୁ ପରର କାହାଣୀ ଦେଖିବାକୁ ମିଳୁଛି । ଯାହାକୁ ନେଇ କ୍ରୋଧିତ ନଜର ଆସୁଛନ୍ତି ପୁରା ପରିବାର ।
-
Let’s all work towards keeping our dearest Sushant’s image pious and pure, exactly the way he was. Let’s take an oath that we will never let anyone malign his personality and what he stood for! #DontMalignSushantsImage #JusticeForSushantSinghRajput
— Shweta Singh Kirti (@shwetasinghkirt) April 20, 2021 " class="align-text-top noRightClick twitterSection" data="
">Let’s all work towards keeping our dearest Sushant’s image pious and pure, exactly the way he was. Let’s take an oath that we will never let anyone malign his personality and what he stood for! #DontMalignSushantsImage #JusticeForSushantSinghRajput
— Shweta Singh Kirti (@shwetasinghkirt) April 20, 2021Let’s all work towards keeping our dearest Sushant’s image pious and pure, exactly the way he was. Let’s take an oath that we will never let anyone malign his personality and what he stood for! #DontMalignSushantsImage #JusticeForSushantSinghRajput
— Shweta Singh Kirti (@shwetasinghkirt) April 20, 2021
ଇତିମଧ୍ୟରେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କ୍ରିତି ମଧ୍ୟ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି ତାଙ୍କ ଭାଇଙ୍କ ଭାବମୂର୍ତ୍ତିକୁ ଖରାପ ନକରିବା ପାଇଁ ।
-
#Delhi high court issues notice on petition filed by SSR’s father seeking ban on release of any movie on his life.
— Vikas Singh (@vikassinghSrAdv) April 20, 2021 " class="align-text-top noRightClick twitterSection" data="
">#Delhi high court issues notice on petition filed by SSR’s father seeking ban on release of any movie on his life.
— Vikas Singh (@vikassinghSrAdv) April 20, 2021#Delhi high court issues notice on petition filed by SSR’s father seeking ban on release of any movie on his life.
— Vikas Singh (@vikassinghSrAdv) April 20, 2021
ପିତାଙ୍କ ଆବେଦନ ପରେ ସେ ଟ୍ବିଟ କରି ଲେଖିଛନ୍ତି, ‘ଆସନ୍ତୁ ସମସ୍ତେ ଆମର ପ୍ରିୟ ସୁଶାନ୍ତଙ୍କ ଭାବମୂର୍ତ୍ତିକୁ ଧାର୍ମିକ ଏବଂ ନିର୍ମଳ ରଖିବା ଦିଗରେ କାର୍ଯ୍ୟ କରିବା। ଚାଲନ୍ତୁ ଏକ ଶପଥ ନେବା ଯେ ଆମେ କାହାକୁ ତାଙ୍କ ବ୍ୟକ୍ତିତ୍ବର ଅପମାନିତ କରିବାକୁ ଦେବା ନାହିଁ ଯାହାଙ୍କ ପାଇଁ ଆମେ ନ୍ୟାୟ ଦାବି କରୁଛି ।’
ସେପଟେ ଶ୍ବେତାଙ୍କ ବ୍ୟତୀତ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂ ମଧ୍ୟ ଦିଲ୍ଲୀ କୋର୍ଟ ନୋଟିସ୍ ଜାରିବାର ସୂଚନା ଦେଇ ଏକ ଟ୍ବିଟ କରିଥିଲେ ।