ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ମାମଲା ଯାଞ୍ଚରେ କୌଣସି ଚମତ୍କାର ହେଉ: ଶେଖର ସୁମନ

author img

By

Published : Dec 3, 2020, 7:29 AM IST

ପୁଣି ସୁଶାନ୍ତଙ୍କ ମାମଲାରେ ମୁହଁ ଖୋଲିଲେ ଶେଖର । ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ପାଇଁ ନ୍ୟାୟ ଦାବି କରି ଆସୁଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ପର୍ଯ୍ୟାପ୍ତ ପ୍ରମାଣ ହେତୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି ଅନୁସନ୍ଧାନକାରୀ ସଂସ୍ଥା ଅସହାୟ ବୋଲି କହିବା ପରେ ଅଭିନେତା ଶେଖର ସୁମନ ମନ କଥା ପ୍ରକାଶ କରିଛନ୍ତି । ବୁଧବାର ସେ କହିଛନ୍ତି ଯେ କେବଳ ସୁଶାନ୍ତଙ୍କ ମୃତ୍ୟୁ ଯାଞ୍ଚରେ କୌଣସି ଚମତ୍କାର ଘଟୁ ବୋଲି ସେ ଆଶା କରିଛନ୍ତି ।

ଆଉ ଟ୍ବିଟ କରି ଲେଖିଛନ୍ତି, ‘ମତେ ଭେଟୁଥିବା ଅନେକ ଲୋକ ସୁଶାନ୍ତଙ୍କ ମାମଲାରେ ପ୍ରଶ୍ନ ପଚାରୁଛି ଏବଂ ମୁଁ କହୁଛି, ହୁଏତ ଏହାର ଉତ୍ତର ମୋ ପାଖରେ ଥାନ୍ତା । ଆଶା ଏବଂ ପ୍ରାର୍ଥନା କରିବା ବ୍ୟତୀତ ହୁଏତଃ ଗୋଟିଏ ଦିନ ଏକ ଚମତ୍କାର ଘଟିବ, ତୁମେ ଆଉ କିଛି କରିପାରିବ ନାହିଁ ।’

  • A lot of ppl I meet keep asking me wat's happening to Sushant's case and I say, I wish I had the answer.
    Apart from hoping and praying that a miracle will happen one day, there is nothing else you can do.#CBIArrestSSRKillersNow

    — Shekhar Suman (@shekharsuman7) December 2, 2020 " class="align-text-top noRightClick twitterSection" data=" ">

ଏହାର କିଛି ଦିନ ପୂର୍ବରୁ ଶେଖର ନିଜ ପ୍ରତିକ୍ରିୟା ଦେଇ ଜଣାଇଥିଲେ, ‘ମୁଁ ଭାବୁଛି ସୁଶାନ୍ତଙ୍କ ମାମଲାରେ ସିବିଆଇ, ଏନସିବି ଏବଂ ଇଡି ଅନୁସନ୍ଧାନ ଏବଂ ଗିରଫଦାରୀର ଯଥାର୍ଥ କାର୍ଯ୍ୟ କରିଛନ୍ତି କିନ୍ତୁ ମୁଁ ଅନୁମାନ କରୁଛି ଯେ କୌଣସି ପ୍ରମାଣ ଅଭାବରୁ ସେମାନେ ଅସହାୟ ଅଟନ୍ତି । ତେଣୁ ଆମକୁ କେବଳ ଅପେକ୍ଷା କରିବାକୁ ପଡିବ ।’

  • I think in Sushant's case all the three depts of CBI,NCB and ED have done a fair job of interrogation,investigation and arrest but I guess because of the lack of any evidence they are https://t.co/0dZxASZ3IW we have to just wait and see if they get lucky.

    — Shekhar Suman (@shekharsuman7) November 27, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଶେଖର ଏହାବ୍ୟତୀତ ସୁଶାନ୍ତଙ୍କ ମାମଲାକୁ ପର୍ଯ୍ୟାପ୍ତ କଭରେଜ ନଦେବା ପାଇଁ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଉପରେ ଦୋଷାରୋପ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.