ETV Bharat / sitara

ମଜାଦାର ପୋଷ୍ଟ ସେୟାର କଲେ ବାବିଲ, ହସିଲେ ଫ୍ୟାନ୍ସ

author img

By

Published : Mar 27, 2021, 1:55 PM IST

ସେକ୍ସି ଫଟୋସୁଟ କରିପାରୁନାହାଁନ୍ତି ଇରଫାନଙ୍କ ପୁଅ ବାବିଲ । ଭିଡିଓ ସେୟାର କରି ଦେଲେ ସୂଚନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ

ମୁମ୍ବାଇ: କିଛି ଦିନରୁ ଚର୍ଚ୍ଚା ଜୋର ଧରିଛି ଯେ ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ଲାଡଲା ବାବିଲ ଖାନ ବଲିଉଡ ଡେବ୍ୟୁ କରିବାକୁ ନେଇ । ସେ ଖୁବଶୀଘ୍ର ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଯାହାର ସୂଚନା ସେ ନିକଟରେ ସେ ଦେଇଥିଲେ । ସବୁବେଳେ ପିତାଙ୍କ ଫଟୋ, ଭିଡିଓ ସେୟାର କରୁଥିବା ବାବିଲ ଏଥର ନିଜର ଏକ ମଜାଦାର ଭିଡିଓ ସେୟାର କରିଛନ୍ତି ।

ଯେଉଁଥିରେ ଦେଖିବାକୁ ମିଳୁଛି ତାଙ୍କ ଭିନ୍ନ ଅନ୍ଦାଜ । ସେ ଶନିବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ ମତେ ନିର୍ଦ୍ଦେଶକ ସେକ୍ସି ଲୁକ୍ ଫଟୋସୁଟରେ ଦେବାକୁ କହିଥିଲେ, ଆଉ ଯାହାକୁ ଫଟୋଗ୍ରାଫର ପୁଣିଥରେ ରିପିଟ୍ କଲେ ସାର୍ ଟିକେ ସେକ୍ସି ୱାଲା ନେବା।’ ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ଜାନୁଆରୀରେ ଏକ ପୋଷ୍ଟ ସେୟାର କରି ବାବିଲ ଆକ୍ଟିଂ କରିବା କଥା ସମସ୍ତଙ୍କୁ ଜଣାଇଥିଲେ । ଯାହାପରଠୁ ତାଙ୍କ ବଲିଉଡ ଡେବ୍ୟୁକୁ ନେଇ ଉତ୍ସାହିତ ଫ୍ୟାନ୍ସ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.