ETV Bharat / sitara

ସୁସ୍ଥ ହେଲେ ଲତା, କହିଲେ ପରିବାର

author img

By

Published : Nov 13, 2019, 3:19 PM IST

କିଛି ଦିନ ହେବ ଦେଶର କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ଅସୁସ୍ଥ ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଥିଲା । କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ପରିବାର ସଦସ୍ୟ ।

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ଲୋକପ୍ରିୟ ଗାୟିକା ଲତା ମଙ୍ଗେସକର ଗତ ସୋମବାର ଅସୁସ୍ଥ ହୋଇ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସୋସିଆଲ ମିଡିଆରେ ତାଙ୍କ ଦୀର୍ଘାୟୁ କାମନା କରିବାରେ ଲାଗିଥିଲେ ସେଲିବ୍ରିଟି । ଇତିମଧ୍ୟରେ ତାଙ୍କ ପରିବାର ତରଫରୁ ଏକ ଷ୍ଟେଟମେଣ୍ଟ ଜାରି କରାଯାଇ ତାଙ୍କ ସୁସ୍ଥ ହେବାର ସୂଚନା ଦିଆଯାଇଛି ।

tweet
ଫଟୋ ସୌଜନ୍ୟ: ଏଏନଆଇ

ପରିବାର ଲୋକେ କହିଛନ୍ତି ଯେ ବର୍ତ୍ତମାନ ଲତା ଦିଦି ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି । ସେମାନେ ଲତାଙ୍କୁ ଶୀଘ୍ର ଘରକୁ ନେବାକୁ ଅପେକ୍ଷା କରିଛନ୍ତି । ତାଙ୍କ ଦୁଃଖଦ ସମୟରେ ଠିଆ ହେବା ଏବଂ ତାଙ୍କ ବ୍ୟାକ୍ତିଗତ ସମସ୍ୟାର ସମ୍ମାନ କରିବା ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ଏହାସହ ସେ ଲତାଙ୍କ ପ୍ରଶଂସକ ପ୍ରାର୍ଥନା ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ସୋମବାର ତାଙ୍କ ଅସୁସ୍ଥର ଖବର ତାଙ୍କ ଝିଆରୀ ଏକ ସାକ୍ଷାତକାରରେ ଦେଇଥିଲେ । ସେ କହିଥିଲେ କି ଭାଇରାଲ ଇନଫେକ୍ସନରେ ଆକ୍ରାନ୍ତ ହେବା ଯୋଗୁ ଲତାଙ୍କ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦେଇଥିଲି । ଯାହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଅନ୍ୟପଟେ ମଙ୍ଗଳବାର ବିଶିଷ୍ଟ ଅଭିନେତ୍ରୀ ହେମାମାଳିନୀ ଟ୍ବିଟରେ ତାଙ୍କ ସୁସ୍ଥ ହେବାର ପ୍ରାର୍ଥନା କରିଥିଲେ । କେବଳ ହେମା ନୁହେଁ ଶବାନା ଆଜମୀ, ପୁନମ ଦହିଲନ, ଅଦନାନ ସାମି ମଧ୍ୟ ଟ୍ବିଟରରେ ତାଙ୍କ ସୁସ୍ଥ ହେବାର ପ୍ରାର୍ଥନା କରିଥିଲେ ।

Intro:Body:

[11/13, 1:49 PM] Viraj Mule Entertainment: *STATEMENT FROM LATAMANGESHKARJI's FAMILY*

Lata di is stable and much better. Thank you very much for your prayers.  We are awaiting her to be at her best so she can  be home soon. Thank You for being with us and respecting our privacy.

Warm regards 

Anusha Srinivasan Iyer

Naarad.

[11/13, 1:50 PM] Viraj Mule Entertainment: लता दिदींच्या पीआर टीम कडून मिळालेलं त्यांच्या तब्येतीच अधिकृत माहिती..

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.