ETV Bharat / sitara

ଟିଭିରେ ଶାହରୁଖଙ୍କୁ ଦେଖି ଚିୟର କଲେ ଲେଡି ଗାଗା

author img

By

Published : Apr 21, 2020, 7:11 AM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ଲେଡି ଗାଗାଙ୍କ ନୂଆ ଭିଡିଓ। ଶାହରୁଖ ଖାନଙ୍କୁ ଟିଭିରେ ଦେଖି ଖାସ୍ ରିଆକ୍ସନ ଦେଲେ ସେ...

_lady gaga
ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ ଓ ପ୍ରିୟଙ୍କା ଚୋପ୍ରା ଜୋନସ କୋରୋନା ଭାଇରସ ମହାମାରୀ ବିରୋଧରେ ଲଢୁଥିବା ସ୍ବାସ୍ଥ୍ୟ କାର୍ଯ୍ୟକର୍ତ୍ତାଙ୍କ ଇଭେଣ୍ଟରେ ସାମିଲ ହୋଇଥିଲେ । ଏହି ଦୁଇ ଷ୍ଟାର ହଲିଉଡର ଫେମସ ମଡେଲ, ଗାୟିକା ଲେଡି ଗାଗାଙ୍କ ‘ୱାନ ୱାର୍ଲ୍ଡ: ଟୁଗେଦର ଆଟ ହୋମ’ରେ ଯୋଗ ବିଶ୍ବବାସୀଙ୍କୁ ସତେଚନା ବାର୍ତ୍ତା ବାଣ୍ଟିଥିଲେ। ଏହି ସଙ୍କଟରେ ମଜବୁତ ରହିବାକୁ ଆଗ୍ରହ ପ୍ରକାଶ କରିଥିଲେ ଶାହରୁଖ-ପ୍ରିୟଙ୍କା ।

ଫଟୋ ସୌଜନ୍ୟ: ଟ୍ବିଟର@ଲେଡି ଗାଗା

ଇତିମଧ୍ୟରେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଲେଡି ଗାଗା ନିଜ ଟିଭି ସ୍କ୍ରିନରେ ଶାହୁରଖଙ୍କୁ ଦେଖି ଚିୟର କରୁଥିବାର ନଜର ଆସଛନ୍ତି।

ପ୍ରକାଶ ଥାଉକି ଏହି ମହାମାରୀରେ ଯୋଗଦାନ ଦେଉଥିବା କାର୍ଯ୍ୟକର୍ତ୍ତାଙ୍କ ସମ୍ମାନରେ ଆୟୋଜିତ ହୋଇଥିବା ଏହି କନସର୍ଟରେ ବିଶ୍ବର 70ରୁ ଅଧିକ କଳାକାର ଓ ସେଲିବ୍ରିଟି ସାମିଲ ହୋଇଥିଲେ । ଏହି ଭଚ୍ୟୁଆଲ କନସର୍ଟର ଆୟୋଜନ WHO ଏବଂ ଗ୍ଲୋବାଲ ସିଟିଜନ ମିଶି ଶନିବାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.