ETV Bharat / sitara

ମୋଟି ହେବାରେ ଲାଗିଛନ୍ତି କ୍ରିତି ! - 15 କୋଜି ଓଜନ ବଢାଇ ଚର୍ଚ୍ଚାରେ କ୍ରିତି ସାନନ

15 କୋଜି ଓଜନ ବଢାଇ ଚର୍ଚ୍ଚାରେ କ୍ରିତି ସାନନ। ସବୁଦିନ ବ୍ରେକଫାଷ୍ଟରେ ପୁରୀ, ମିଠା ଖାଇ ଆଜି ଏପରି ତାଙ୍କ ଅବସ୍ଥା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ସାନନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ସାନନ
author img

By

Published : May 19, 2020, 1:21 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ କ୍ରିତି ସାନନ ନିଜର ଆଗାମୀ ଫିଲ୍ମ ‘ମିମି’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ। ହେଲେ ଲକଡାଉନ ପାଇଁ ବର୍ତ୍ତମାନ ଫିଲ୍ମର ସୁଟିଂ ବନ୍ଦ ପଡିଛି। ପ୍ରଥମଥର କ୍ରିତି ଫିଲ୍ମରେ ମା' ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଯାହାକୁ ନେଇ ସେ ମଧ୍ୟ ଉତ୍ସାହିତ। କିନ୍ତୁ ଫ୍ୟାନ୍ସଙ୍କୁ ଜଣାନାହିଁ ଯେ ସେ ଏବେ ମୋଟା ହେବାରେ ଲାଗିଛନ୍ତି । ସବୁବେଳେ ଫିଟ୍ ନଜର ଆସୁଥିବା କ୍ରିତି ନିଜ ଶରୀରର ଓଜନ ବଢାଉଛନ୍ତି । ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା। ତେବେ ଆସନ୍ତୁ ଜଣିବା କାହିଁକି ମୋଟା ହେଉଛନ୍ତି ସେ...

କଥାଟି ହେଲା ଯେ ‘ମିମି’ ଫିଲ୍ମରେ ସେ ମା' ରୋଲ ପାଇଁ ତାଙ୍କୁ ଶରୀରର ଓଜନ ବଢାଇବାକୁ ପଡୁଛି। ମେକର୍ସଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ସେ ଅଧିକ ଖାଦ୍ୟ ଖାଉଛନ୍ତି। ଅଧିକା ଖାଇବାକୁ ନେଇ ସେ ମଧ୍ୟ ବିରକ୍ତ ହୋଇଗଲେଣି ।

ଏଯାବତ ସେ 15 କୋଜି ଓଜନ ବଢାଇସାରିଲେଣି । ଏହି ମାମଲାରେ ସେ କହିଛନ୍ତି ଯେ ଆମକୁ ଗର୍ଭାବସ୍ଥା ଦୃଶ୍ୟକୁ ସୁଟ କରିବାର ଅଛି । ଆଉ ମେକର୍ସ ଚାହୁଁନଥିଲେ ଯେ ତାଙ୍କ ଅବତାର ଆର୍ଟିଫିସିୟଲ ଲାଗୁ । ମୋଟା ହେବା ତାଙ୍କ ପାଇଁ ଚ୍ୟାଲେଞ୍ଜଭରା। ହେଲେ ତାଙ୍କୁ ଆହୁରି କ୍ୟାଲେରି ବଢାଇବାର ଅଛି। ଏହାକୁ ଦୃଷ୍ଟିରେ ରଖି ସେ ପୁରା ରୂପେ ୱାର୍କଆଉଟ ଓ ଯୋଗ ବନ୍ଦ କରିଦେଇଛନ୍ତି।

ବର୍ତ୍ତମାନ ସେ ନିଜର ଡାଏଟ ମଧ୍ୟ ପରିବର୍ତ୍ତନ କରିଦେଇଛନ୍ତି । ସେ ବ୍ରେକଫାଷ୍ଟରେ ପୁରୀ, ହଲୱା, ମିଠା ଓ ଚଣା ଖାଉଛନ୍ତି । ଆରମ୍ଭରେ ତାଙ୍କୁ ଏସବୁ ଖାଇବାକୁ ଖୁବ୍ ଭଲ ଲାଗୁଥିଲା । ହେଲେ କିଛି ଦିନ ଖାଇବା ଏବେ ଆଉ ଇଚ୍ଛା ଲାଗୁନି ଏସବୁ ଖାଇବାକୁ ବୋଲି କହିଛନ୍ତି ସେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.