ETV Bharat / sitara

ଆଡଲ୍ଟ କମେଡି ନେଇ ଫେରିଲେ ସୋନାକ୍ଷୀ, ଦେଖନ୍ତୁ ଟ୍ରେଲର

ରିଲିଜ ହେଲା ସୋନାକ୍ଷୀ ସିହ୍ନାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଖାନଦାନୀ ସଫାଖାନା'ର କମେଡି ଟ୍ରେଲର । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଏହି ଫିଲ୍ମ ଜରିଆରେ ରାପର ବାଦଶାହ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

author img

By

Published : Jun 21, 2019, 11:26 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଖୁବ୍ ଶୀଘ୍ର ବି-ଟାଉନର ସୁନ୍ଦରୀ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମ 'ଖାନଦାନୀ ସଫାଖାନା' ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ଗତ କାଲି ସୋନାକ୍ଷୀ ଫିଲ୍ମର ଦୁଇଟି ପୋଷ୍ଟର ସେୟାର କରି ଶୁକ୍ରବାର ଅର୍ଥାତ୍ ଆଜି ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି ଫ୍ୟାନ୍ସଙ୍କୁ ଜଣାଇଥିଲେ । ପରିଶେଷରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଯାଇଛି ।

  • " class="align-text-top noRightClick twitterSection" data="">

ଏହି ଅବସରରେ ସୋନାକ୍ଷୀ ଫ୍ୟାନ୍ସଙ୍କ ପାଇଁ ଇନଷ୍ଟାଗ୍ରାମରେ ଟ୍ରେଲର ସେୟାର କିରଛନ୍ତି । 'ଖାନଦାନୀ ସଫାଖାନ' ଆଜିକାଲି ଦୁନିଆରେ ଅନ୍ଧବିଶ୍ବାସ ରୂପେ ପ୍ରଚଳିତ ଯୌନ ସମ୍ବନ୍ଧ ଏବଂ ଗୁପ୍ତରୋଗ ଉପରେ ଆଧାରିତ ।

ଟ୍ରେଲରରେ ଦେଖିବାକୁ ମିଳୁଛି ଯେ ସୋନାକ୍ଷୀ ନିଜ ମାମୁଁଙ୍କ ସେକ୍ସ କ୍ଲିନକରେ କାମ କରୁଛନ୍ତି । ଅନ୍ୟପଟେ ତାଙ୍କ ଭାଇ ଭୂମିକାରେ ନଜର ଆସିଛନ୍ତି କମେଡି ଅଭିନେତା ବରୁଣ ଶର୍ମା । ଯିଏ ସବୁବେଳେ ବିବାହ କରିବାକୁ ବ୍ୟାକୁଳ ଦେଖାଯାଉଛନ୍ତି ।

2.42 ମିନିଟର ଏହି ଟ୍ରେଲରରେ ସୋନାକ୍ଷୀ ସମାଜରୁ ଅନ୍ଧବିଶ୍ବାସ ରୂପେ ପ୍ରଚଳିତ ଯୌନ ସମ୍ବନ୍ଧ ଏବଂ ଗୁପ୍ତରୋପ ହଟାଇବାକୁ ଚେଷ୍ଟା କରୁଛନ୍ତି । ଲୋକେ ନବୁଝିବାରୁ ସେ ରାପର ବାଦଶାହଙ୍କ ସାହାଯ୍ୟ ଲୋଡୁଛନ୍ତି । ଯିଏ ଫିଲ୍ମରେ ମଧ୍ୟ ରାପର ଭୂମିକାରେ ଡେବ୍ୟୁ କରୁଛନ୍ତି । ଟ୍ରେଲର ଶେଷରେ ସବୁଠାରୁ ମଜାଦାର ସିନ ଦେଖିବାକୁ ମିଳୁଛି । ଯେଉଁଥିରେ ବାଦଶାହ ମଧ୍ୟ ଗୁପ୍ତରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି ସୋନାକ୍ଷୀଙ୍କୁ କହୁଛନ୍ତି । ଫିଲ୍ମଟି ଜୁଲାଇ 26ରେ ରିଲିଜ ହେବାକୁ ଯାଉଛି ।

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.