ETV Bharat / sitara

'କେଜିଏଫ ଚାପ୍ଟର 2'ର ନୂଆ ପୋଷ୍ଟର ରିଲିଜ୍, ଶୀଘ୍ର ଆସିବ ଟିଜର - 'କେଜିଏଫ ଚାପ୍ଟର2'ର ନୂଆ ପୋଷ୍ଟର ରିଲିଜ୍

ବହୁପ୍ରତିକ୍ଷିତ ଫିଲ୍ମ ‘କେଜିଏଫ ଚାପ୍ଟର 2’ର ସାମ୍ନାକୁ ଆସିଲା ନୂଆ ପୋଷ୍ଟର । ଅଧିକ ପଢନ୍ତୁ...

kgf-chapter-2-teaser-out-on-january-8
'କେଜିଏଫ ଚାପ୍ଟର2'ର ନୂଆ ପୋଷ୍ଟର ରିଲିଜ୍, ଶୀଘ୍ର ଆସିବ ଟିଜର
author img

By

Published : Dec 22, 2020, 4:12 PM IST

ମୁମ୍ବାଇ: ଫିଲ୍ମ 'କେଜିଏଫ୍' ପରେ ପ୍ରଶଂସକମାନେ ଏହାର ଦ୍ବିତୀୟ ପାର୍ଟକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ସମୟରେ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ସୋମବାର ଘୋଷଣା କରିଛନ୍ତି ଯେ, ୟଶ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ 'କେଜିଏଫ ଚାପ୍ଟର2' ର ଟିଜର ଜାନୁଆରୀ 8, 2021ରେ ମୁକ୍ତିଲାଭ କରିବ।

ନିର୍ଦ୍ଦେଶକ ଏକ ନୂତନ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ୟଶ ଏକ ଚିମିନି ସାମ୍ନାରେ ବସିଥିବାର ନଜର ଆସିଛନ୍ତି ।

'କେଜିଏଫ ଚାପ୍ଟର 2'ରେ ସାଉଥର ସୁପରଷ୍ଟାର୍ ୟଶ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ରବୀନା ଟଣ୍ଡନ୍ ଙ୍କୁ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ଭିଲେନ ଭୂମିକାରେ ଅଭିନେତା ସଞ୍ଜୟ ଦତ୍ତ ନଜର ଆସିବେ।

ପ୍ରକାଶ ଥାଉ ଯେ, ବିଜୟ କିରାଗାଣ୍ଡୁରଙ୍କ ଦ୍ବାରା ନିର୍ମିତ ତଥା ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ 'କେଜିଏଫ ଚାପ୍ଟର 2' କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.