ETV Bharat / sitara

ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ସନ୍ନି ଲିଓନୀଙ୍କୁ ଆଶ୍ବସ୍ତି

ଲକ୍ଷ ଲକ୍ଷ ଟଙ୍କା ନେଇ ପରର୍ଫମ କରିନଥିଲେ ସନ୍ନି । ତାଙ୍କ ବିରୁଦ୍ଧରେ ଜଣେ ବ୍ୟକ୍ତି ୨୯ଲକ୍ଷ ଟଙ୍କା ଠକେଇ କରିଥିବାର ଅଭିଯୋଗ କରିଥିଲେ । ଏବେ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି କେରଳ ହାଇକୋର୍ଟ । ଅଧିକ ପଢନ୍ତୁ...

Kerala High Court restrains police from arresting Sunny Leone in cheating case
ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ସନ୍ନି ଲିଓନୀଙ୍କୁ ଆଶ୍ବସ୍ତି
author img

By

Published : Feb 11, 2021, 10:09 PM IST

ଚେନ୍ନାଇ: ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ନେଇ ବଡ ଖବର । ତାଙ୍କ ବିରୁଦ୍ଧରେ ଜଣେ ବ୍ୟକ୍ତି ୨୯ଲକ୍ଷ ଟଙ୍କା ଠକେଇ କରିଥିବାର ଅଭିଯୋଗ କରିଥିଲେ । ଏବେ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି କେରଳ ହାଇକୋର୍ଟ । କୋର୍ଟରୁ ସନ୍ନିଙ୍କୁ ଆଶ୍ବସ୍ଥି ମିଳିବା ସହିତ ତାଙ୍କର ଗିରଫଦାରୀକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ସୂଚନା ଅନୁସାରେ, କେରଳ ହାଇକୋର୍ଟ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

29 ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହେବା ପରେ ସନ୍ନି କେରଳ ହାଇକୋର୍ଟରେ ଏକ ଜାମିନ ଆବେଦନ କରିଥିଲେ । ଯାହାର ଶୁଣାଣିରେ ହାଇକୋର୍ଟ ଅଭିନେତ୍ରୀଙ୍କ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି ।

ପ୍ରକାଶ ଥାଉ କି, ସନ୍ନିଙ୍କୁ ଗତ 3 ତାରିଖରେ ଥିରୁଅନନ୍ତପୁରମର କୋଚି କ୍ରାଇମ ଶାଖାର ଅଧିକାରୀଙ୍କ ଦ୍ବାରା ଏହି ମାମଲାରେ ପଚରାଉଚରା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.