ETV Bharat / sitara

କ୍ୟାଟଙ୍କୁ କୋରୋନା - କ୍ୟାଟଙ୍କୁ କୋରୋନା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ଅଧିକ ପଢନ୍ତୁ...

କ୍ୟାଟଙ୍କୁ କୋରୋନା
କ୍ୟାଟଙ୍କୁ କୋରୋନା
author img

By

Published : Apr 7, 2021, 6:10 AM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । 37 ବର୍ଷିୟା କୈଫ୍ ନିଜର ଇନଷ୍ଚାଗ୍ରାମ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି ।

ଏହାସହ ସେ ଲେଖିଛନ୍ତି ଯେ ସେ କୋଭିଡ ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ତାଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମଧ୍ୟ କୋଭିଡ ପରୀକ୍ଷା କରାନ୍ତୁ । ନିକଟରେ ଗୋବିନ୍ଦା, ଅକ୍ଷୟ କୁମାର, ଭିକି କୌଷଲ, ଭୂମି ପେଡନେକରଙ୍କ କୋରୋନା ରିପୋର୍ଟ ଆସିଥିଲା ପଜିଟିଭ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.