ETV Bharat / sitara

କେଉଁଠି ମୁହଁ କଳା କଲେ କାର୍ତ୍ତିକ ?

ଭାଇରାଲ ହେଉଛି କାର୍ତ୍ତିକ ମଜାଦାର ଫଟୋ । ଫେସ୍ ମାସ୍କ ଲଗାଇ ଚର୍ଚ୍ଚାରେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
author img

By

Published : May 17, 2021, 9:30 AM IST

ମୁମ୍ବାଇ: କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ସବୁବେଳେ ନିଜ ମଜାଦାର ଅନ୍ଦାଜରେ ଫ୍ୟାନ୍ସଙ୍କ ମନ କିଣନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ସେୟାର କରି ସମସ୍ତଙ୍କୁ ମନୋରଞ୍ଜନ କରୁଥିବାର ନଜର ଆସନ୍ତି । ଏବେ ପୁଣିଥରେ ନିଜର ଏକ ଫଟୋକୁ ନେଇ ଚର୍ଚ୍ଚାରେ ଅଭିନେତା । ଭାଇରାଲ ହେଉଛି ତାଙ୍କ ଫେସ୍ ମାସ୍କ ଫଟୋ । ଯାହାକୁ ଦେଖି ମଜାଦାର କମେଣ୍ଟ କରୁଛନ୍ତି ଫ୍ୟାନ୍ସ ।

କଥାଟି ହେଲା ଯେ କାର୍ତ୍ତିକ ନିକଟରେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ କଳା ରଙ୍ଗର ଫେସ୍ ମାସ୍କ ଲଗାଇଥିବାର ନଜର ଆସିଛନ୍ତି । ଆଉ କ୍ୟାପସନରେ ଲେଖିଥିଲେ, ‘କେବଳ ଭୁଲ୍ କ୍ୟାପସନ ।’

ସେପଟେ ତାଙ୍କ ଏହି ଫଟୋ ଦେଖି ଫ୍ୟାନ୍ସ ମଧ୍ୟ ହସି ହସି ପାଗଳ ପ୍ରାୟ । ଆଉ କମେଣ୍ଟ କରି ଲେଖୁଛନ୍ତି, ‘କେଉଁଠାରେ ମୁହଁ କଳା କଲ ।’ ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.