ETV Bharat / sitara

ଶ୍ବଶୁର-ସ୍ବାମୀଙ୍କ ଥ୍ରୋ ବ୍ୟାକ୍ ଫଟୋ ସେୟାର କଲେ ବେବୋ - kareena-kapoor-shares-throwback-photo

ଆଜି କରୀନା କପୁରଙ୍କ ଶ୍ବଶୁର ମନସୁର ଅଲୀ ଖାନ ପଟୌଦିଙ୍କର ଜନ୍ମ ବାର୍ଷିକୀ । ଏହି ଅବସରରେ କରୀନା କପୁର ଶ୍ବଶୁରଙ୍କୁ ମନେପକାଇ ସ୍ବାମୀ ସୈଫ ଅଲୀ ଖାନଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

kareena-kapoor-shares-throwback-photo-of-saif-ali-khan-and-mansoor-ali-khan-pataudi
ଶଶ୍ବୁର-ସ୍ବାମୀଙ୍କ ଥ୍ରୋ ବ୍ୟାକ୍ ଫଟୋ ସେୟାର କଲେ ବେବୋ
author img

By

Published : Jan 5, 2021, 10:44 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ର କ୍ୟାପଟେନ ମନସୁର ଅଲୀ ଖାନ ପଟୌଦିଙ୍କର 5 ଜାନୁଆରୀ (ମଙ୍ଗଳବାର) ଜନ୍ମ ବାର୍ଷିକୀ ।

ଏହି ଅବସରରେ କରୀନା କପୁର ଶ୍ବଶୁରଙ୍କୁ ମନେପକାଇ ସ୍ବାମୀ ସୈଫ ଅଲୀ ଖାନଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି ।

kareena-kapoor-shares-throwback-photo-of-saif-ali-khan-and-mansoor-ali-khan-pataudi
ଶଶ୍ବୁର-ସ୍ବାମୀଙ୍କ ଥ୍ରୋ ବ୍ୟାକ୍ ଫଟୋ ସେୟାର କଲେ ବେବୋ

କରୀନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସୈଫ ଏବଂ ଶ୍ବଶୁର ମନସୁରଙ୍କ ଏକ ଥ୍ରୋ ବ୍ୟାକ୍ ଫଟୋ ସେୟାର କରିଛନ୍ତି । ଫଟୋରେ ସୈଫ ବହୁତ ଛୋଟ ଦେଖାଯାଉଥିଲେ । ଫଟୋ ସହିତ କରୀନା ଦୁଇଟି ହାର୍ଟ ଇମୋଜି ଦେଇଛନ୍ତି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ କରୀନା ଫିଲ୍ମ 'ଲାଲ ସିଂ ଚଡ୍ଡା'ରେ ଆମୀର ଖାନଙ୍କ ସହିତ ନଜର ଆସିବେ । ଏହି ଚଳଚ୍ଚିତ୍ର ବ୍ୟତୀତ ସେ କରଣ ଜୋହରଙ୍କ ମଲ୍ଟି ଷ୍ଟାରର ତଖ୍ତରେ ନଜର ଆସିବେ ।

ଫେବୃଆରୀ 2021ରେ ସୈଫ ଅଲୀ ଖାନ ଏବଂ କରୀନା କପୁର ସେମାନଙ୍କର ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.