ETV Bharat / sitara

ବେବୋଙ୍କ ଅପେକ୍ଷା ତାଙ୍କ ଓଠ କରେ ଅଧିକ ବ୍ୟାୟାମ

କରୀନା କପୁର ତାଙ୍କ ବ୍ୟାୟାମ ପରେ ଏକ ଫଟୋ ପୋଷ୍ଟ କରିଛନ୍ତି । ସେ ଏଥିରେ କହିଛନ୍ତି ସେ ନୁହେଁ ତାଙ୍କ ଓଠ ଅଧିକ ବ୍ୟାୟାମ କରିଥାଏ । ଅଧିକ ପଢନ୍ତୁ...

kareena kapoor do at least 100 pouts a day
ପାଉଟରେ ବ୍ୟସ୍ତ ବେବୋ
author img

By

Published : Jun 14, 2020, 7:50 AM IST

ମୁମ୍ବାଇ: ବଲିଉଡର ବେବୋ କରୀନା କପୁର ଖାନଙ୍କ ଓଠ ତାଙ୍କ ଅପେକ୍ଷା ଅଧିକ ବ୍ୟାୟାମ କରିଥାଏ । ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ ସେୟାର କରି ବେବୋ କହିଥିଲେ ସେ ନୁହେଁ ତାଙ୍କ ଓଠ ଅଧିକ ବ୍ୟାୟମ କରୁଛି । ଏହି ଫଟୋରେ ଯେଉଁଥିରେ ସେ ଏକ କଳା ସ୍ପୋର୍ଟସ୍ ବ୍ରାରେ କ୍ୟାମେରା ଆଗରେ ପୋଜ୍ କରୁଥିବାର ନଜର ଆସିଛନ୍ତି ।

ଫଟୋ ସେୟାର କରି କରୀନା ଲେଖିଛନ୍ତି, ମୁଁ ଭାବୁଛି ମୋ ଓଠ ମୋ ଅପେକ୍ଷା ଅଧିକ ବ୍ୟାୟାମ କରିଥାଏ । କାରଣ ମୁଁ ଦିନକୁ ଅତି କମରେ 100 ଥର ପାଉଟ୍ କରେ । କରୀନାଙ୍କ ଏହି ଫଟୋକୁ 5 ଲକ୍ଷ 60 ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି ।

କରୀନାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଅଙ୍ଗ୍ରେଜି ମିଡିୟମ୍'ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସ୍ୱର୍ଗତ ଇରଫାନ ଖାନ ମଧ୍ୟ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.