ETV Bharat / sitara

କରୀନା ଟେଲିଭିଜନର ଦାମୀ ହିରୋଇନ

ଟେଲିଭିଜନରେ ଏଣ୍ଟ୍ରି ମାରିଛନ୍ତି ବେବୋ । ଏଣ୍ଟ୍ରି ମାରିବା ପରେ ଟେଲିଭିଜନର ସବୁଠୁ ଅଧିକା ପେମେଣ୍ଟ ନେଉଥିବା ହିରୋଇନଙ୍କ ଭିତରେ ସାମିଲ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/therealkareenakapoor
author img

By

Published : Jun 2, 2019, 2:28 PM IST

ହାଇଦ୍ରାବାଦ: ଟେଲିଭିଜନରେ ଏଣ୍ଟ୍ରି ମାରୁମାରୁ ବେବୋ ନିଜ ଦାମ ବଢେଇଦେଇଛନ୍ତି । ଟେଲିଭିଜନର ସବୁ ନାୟିକାଙ୍କଠୁ ଅଧିକ ଦାମ ନେବେ କରୀନା । ତେବେ ପ୍ରଥମ ଥର ଟେଲିଭିଜନ ଜଗତରେ ପାଦ ଦେଇଛନ୍ତି କରୀନା ।

କରୀନା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଶୋ କୁ ହୋଷ୍ଟ କରିବେ । ତେବେ କରୀନାଙ୍କ କହିବା କଥା ସେ ତାଙ୍କ ପରିଶ୍ରମର ପ୍ରାପ୍ୟ ନେବେ । ଯଦି କୌଣସି ପୁରୁଷ କଳାକାର ଅଧିକା ପ୍ରାପ୍ୟ ନେଇପାରୁଛି ତେବେ ଜଣେ ମହିଳା କଳାକାର କାହିଁକି ନୁହେଁ ।

ତେବେ ଟେଲିଭିଜନରେ ସବୁଠୁ ଅଧିକା ସମୟ ଦେବାକୁ ପଡେ । ତେଣୁ ସେ କିଛି ଅଧିକା ନେଉନାହାଁନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ତେବେ ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’କୁ କରୀନଙ୍କ ସହ ବସ୍କୋ ମାର୍ତିଶ ଓ ର୍ୟାପର ରଫତାର ଜର୍ଜ କରିବେ ।

କରୀନା ଆଗକୁ କରଣ ଜୋହରଙ୍କ ଐତିହାସିକ ଡ୍ରାମା ‘ତଖ୍ତ’ ଓ ଇରଫାନଙ୍କ ଅଭିନିତ ଫିଲ୍ମ ‘ଇଂରାଜୀ ମିଡିୟମ’ରେ ନଜର ଆସିବେ ।

Intro:Body:

dfsdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.