ETV Bharat / sitara

ଧର୍ମା ପ୍ରଡକ୍ସନରୁ ବିଦା ହେଲେ ଇଶାନ

author img

By

Published : May 27, 2019, 1:00 PM IST

ଚଳଚ୍ଚିତ୍ର ସମୀକ୍ଷକ କମଲ ଆର ଖାନଙ୍କ ମୁତାବକ ଇଶାନ ଖଟ୍ଟରଙ୍କୁ ଧର୍ମା ପ୍ରଡକ୍ସନ ଏବେ ମନା । ଇଶାନ ଖଟ୍ଟରଙ୍କୁ ବିଦା କରିଛନ୍ତି ନିଜେ କରଣ ଜୋହର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: କରଣଙ୍କ ସହ ଦୁର୍ବବହାର ଭାରି ପଡିଛି ଇଶାନଙ୍କୁ । ଧର୍ମା ପ୍ରଡକ୍ସନରୁ ଶେଷରେ ତଡା ଖାଇଛନ୍ତି ‘ଧଡକ’ ହିରୋ ଇଶାନ ଖଟ୍ଟର । ଚଳଚ୍ଚିତ୍ର ସମୀକ୍ଷକ କମଲ ଆର ଖାନଙ୍କ କହିବା ମୁତାବକ କରଣଙ୍କୁ ଇଶାନଙ୍କ ବ୍ୟବହାର ଭଲ ନଲାଗିବାରୁ ଧର୍ମା ପ୍ରଡକ୍ସନରୁ ବାହାର କରିଦେଇଛନ୍ତି କରଣ ।

KRK
ଫଟୋ ସୌଜନ୍ୟ: ଟ୍ବିଟର/@kamaalrkhan

ସୂତ୍ରରୁ ପ୍ରକାଶ ଯେ କରଣ, ଇଶାନଙ୍କୁ ନେଇ ଆଉ କୌଣସି ଫିଲ୍ମ କରିବେନି । ତେବେ ‘ଧଡକ’ ଫିଲ୍ମରେ କରଣ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କ ସହ ଇଶାନ ଖଟ୍ଟରଙ୍କୁ ଲଞ୍ଚ କରିଥିଲେ । ଫିଲ୍ମଟି ପୁରା ବିଶ୍ବରେ 100କୋଟିର ବ୍ୟବସାୟ କରିପାରିଥିଲା ।

ଏହାପୂର୍ବରୁ ସମୀକ୍ଷକ କମଲ ଏକ ଟ୍ବିଟ କରି କହିଥିଲେ ସବୁ ଷ୍ଟାରକିଡ ସଫଳତା ପାଇପାରନ୍ତି ନାହିଁ । ଇଶାନଙ୍କ ବ୍ୟତୀତି ସୁରଜ ପାଞ୍ଚୋଲି, ଅଭିମନ୍ୟୁ, ଜାହିର, ପ୍ରତୀକ ବବ୍ବରଙ୍କ ଉଦାହରଣ ଦେଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.