ETV Bharat / sitara

ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ କଙ୍ଗନା

author img

By

Published : Sep 11, 2019, 10:09 PM IST

ଖୁବ ଶୀଘ୍ର ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ ବଲିଉଡ କୁଇନ । ସେଥିପାଇଁ ନିଜ ଲୁକରେ ପରିବର୍ତ୍ତନ ଆଣୁଛନ୍ତି କଙ୍ଗନା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ବାୟୋପିକରେ ନଜର ଆସିବେ । ଫିଲ୍ମ ‘ଜୟା’ ପାଇଁ ପ୍ରସ୍ତୁତ ହେଉଛନ୍ତି ବଲିଉଡ କୁଇନ । ଏଥିପାଇଁ ନିଜ ଲୁକରେ ପରିବର୍ତ୍ତନ ଆଣିଛନ୍ତି କଙ୍ଗନା।

ନିକଟରେ ଗଣେଶ ପୂଜାର ଏକ ସମାରୋହରେ ଏହି କଥାର ଖୁଲାସା କରିଛନ୍ତି । ତେବେ ଫିଲ୍ମଟି ଘୋଷଣା ହେବା ପରେ କଙ୍ଗନା ଜୟଲଳିତାଙ୍କ ସହ ନିଜ ଜୀବନର ସାମଞ୍ଜସ୍ୟ ଥିବା ଜଣାଇଥିଲେ । ଜୟଲଳିତାଙ୍କ ନୁହେଁ ବରଂ ମୁଁ ନିଜ ବାୟୋପିକରେ କାମ କରୁଛି ବୋଲି କହିଥିଲେ କଙ୍ଗନା ।

ତେବେ ଆଞ୍ଚଳିକ ଫିଲ୍ମରେ ମଧ୍ୟ କାମ କରିବାକୁ ଚାହାଁନ୍ତି ବୋଲି କଙ୍ଗନା କହିଥିଲେ କାରଣ ସାଉଥ ଇଣ୍ଡଷ୍ଟ୍ରିରେ ଆଞ୍ଚଳିକ ଫିଲ୍ମର ବହୁତ ଚାହିଦା ରହିଛି । ଅନ୍ୟପକ୍ଷେ ଫିଲ୍ମ ‘ଜୟା’ ତାମିଲ ଭାଷାରେ ‘ଥଲାଇବା’ ନାମରେ ରିଲିଜ ହେବ ବୋଲି କହିଛନ୍ତି ନିର୍ଦ୍ଦେଶକ ଏଏଲ ବିଜୟ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.